Jump to content

ଆଲୋଚନା:ସାହାଣମେଲା

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
Latest comment: ୯ ବର୍ଷ ପୂର୍ବେ by Ssgapu

ଏହା ପ୍ରକୃତରେ ସାହାଣମେଲା ।--Abha S Pradhan (ମୋ ଆଲୋଚନା) ୨୧:୧୬, ୨୫ ଜୁଲାଇ ୨୦୧୬ (IST)Reply

କ୍ଷମା ଚାହୁଁଛି ଆଭା, ମୁଁ ବି ସବୁ ଲେଖାରେ ସାହାଣମେଲା ଲେଖିଛି, ହେଲେ ମୂଳ ବିଷୟଟି ସାହାଣମେଳା ଥିଲା, ଆଉ ଏହା ଉଇକିପିଡ଼ିଆ:ରଥଯାତ୍ରା ଗଣସମ୍ପାଦନା ୨୦୧୬/ପ୍ରସଙ୍ଗ ତାଲିକାରେ ଥିଲା । ମୁଁ ସେଥିପାଇଁ ବଦଳାଇ ନାହିଁ । କିନ୍ତୁ ସମସ୍ତ ଲେଖାରେ ମୁଁ ସାହାଣମେଲା ହିଁ ଉଲ୍ଲେଖ କରିଛି । --Ssgapu (ମୋ ଆଲୋଚନା) ୨୨:୧୫, ୨୫ ଜୁଲାଇ ୨୦୧୬ (IST)Reply
ଆମେ ଏହି ଲେଖାରେ ଥିବା ସାହାଣମେଳାରୁ ସାହାଣମେଲାକୁ ଘୁଞ୍ଚାଇଦେଇପାରିବା । --Ssgapu (ମୋ ଆଲୋଚନା) ୨୨:୧୮, ୨୫ ଜୁଲାଇ ୨୦୧୬ (IST)Reply