ଆଲୋଚନା:ସାନ୍ତାଳୀ ଲୋକସଂସ୍କୃତି
ସାନ୍ତାଳ ସଂପଦାୟ ଲୋକମାଙ୍କର ବାହାଘର ପ୍ରଥା ଆଦିବାସୀ ସଂପ୍ରଦାୟର ଲୋକମାଙ୍କର ମଧ୍ୟରୁ ସାନ୍ତାଳ ସପ୍ରଦାୟ ଏକ ଅଂଶ। ଏହି ଜାତିର ଲୋକମାନେ ଅଧୀ କାଂଶ ରୁହନ୍ତି ଓଡିଶାର ମୟୁର୍ ଭଞ୍ ଓ କେଉଁଝର୍ ଜିଲ୍ଲାରେ। ଏହି ଜନ ଜାତିର ଲୋକମାନଙ୍କଠାରେ ବିବାହ ପ୍ରଥା ଉପରେ କିଛି କଥା ବର୍ଣନା କରାଯାଇଛି। ଏହି ଲୋକମାଙ୍କର ଯୌତୁକ ଦେବା ନେବା ଅଲଗା ଭଳି ଯାହାକି ପୁରା ଅଲଗା