ଆଲୋଚନା:ମିରା ଅଲଫାସା
ଦେଖଣା
ଓଡ଼ିଆ ଓ ଭାରତୀୟ ଭାଷା ବ୍ୟବହାରକାରୀମାନେ ଖୋଜିଲା ବେଳେ ଶ୍ରୀମା ନାଁରେ ହିଁ ଖୋଜିବେ, ତେଣୁ ପ୍ରସଂଗର ଶୀର୍ଷକ ମୀରା ଅଲଫାସା ବଦଳରେ ଶ୍ରୀମା ହେବା ମୋ ମତରେ ଠିକ୍ ହେବ। ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୨:୧୭, ୧୩ ମେ ୨୦୧୨ (UTC)
- ମୁଁ ବି ଏକମତ, ସାଧାରଣ ନାମ ସବୁବେଳେ ନିଆଯାଇଥାଏ । ତେବେ ଏଠାରେ ବାକି ଉଇକିଆଳି ମାନେ ବି ନିଜର ମତ ଦିଅନ୍ତୁ ।--ସୁଭାସିସପାଣିଗାହିମୋତେ କହିବେ କିଛି? ୧୬:୩୦, ୧୩ ମେ ୨୦୧୨ (UTC)
- ମୁଁ ବି ଏକମତ --Jnanaranjan sahu (ମୋ ଆଲୋଚନା) ୧୬:୫୮, ୧୩ ମେ ୨୦୧୨ (UTC)
- ମୋର କିଛି ଅସୁବିଧା ନାହିଁ । ଏବେ ମଧ୍ୟ ଜଣେ ଶ୍ରୀମା ଖୋଜିଲେ ଏହି ପ୍ରସଙ୍ଗକୁ ହିଁ ଆସିବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୩୭, ୧୪ ମେ ୨୦୧୨ (UTC)
Start a discussion about ମିରା ଅଲଫାସା
Talk pages are where people discuss how to make content on ଉଇକିପିଡ଼ିଆ the best that it can be. You can use this page to start a discussion with others about how to improve ମିରା ଅଲଫାସା.