ଆଲୋଚନା:ମାଣବସା ଗୁରୁବାର

Page contents not supported in other languages.
ଉଇକିପିଡ଼ିଆ‌ରୁ

infoboxରେ ଖଟୁଲିରେ ମାଣଧାନ ସହ ଲକ୍ଷ୍ମୀଙ୍କର ଏକ ଛବି ଦେଇଥିଲେ ଭଲ ହୋଇଥାନ୍ତା । --223.196.143.242 ୦୪:୫୩, ୧ ଡିସେମ୍ବର ୨୦୧୪ (UTC)

ଭାଇ ମତାମତ ପାଇଁ ଅନେକ ଧନ୍ୟବାଦ । ଫଟୋଟି ଉପଲବ୍ଧ ନଥିବାରୁ ହୁଏତ ବ୍ୟବହାର କରାଯାଇନାହିଁ । ଯଦି ଆପଣଙ୍କ ପାଖରେ ଛବିଟିଏ ଅଛି ତେବେ ଆପଣ ନିଜେ ଏଠାରେ ଅପ୍ଲୋଡ କରିପାରିବେ । ଯଦି କିଛି ଅସୁବିଧା ହେବ ତେବେ ଏଠାରେ ଜଣାନ୍ତୁ ।--ଶିତିକଣ୍ଠ (ଆଲୋଚନା) ୨୦:୧୯, ୧ ଡିସେମ୍ବର ୨୦୧୪ (UTC)
 ଏବେ ଉପଲବ୍ଧ ଥିବା ଛବିଟିଏ ବ୍ୟବହାର କରାଗଲା । ଆପଣଙ୍କ ପାଖରେ ଏହାଠାରୁ ଅଧିକ ଭଲ ଛବିଟିଏ ଥିଲେ ଦୟାକରି ଉପରୋକ୍ତ ଠିକଣାରେ ଅପଲୋଡ଼ କରନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୪୧, ୬ ଡିସେମ୍ବର ୨୦୧୪ (UTC)