ଆଲୋଚନା:ମାଡାଗାସ୍କର

Page contents not supported in other languages.
ଉଇକିପିଡ଼ିଆ‌ରୁ

Coldbreeze16 ଭାଇ ମୁଁ ଭାବୁଛି ପ୍ରଥମ ବନାନଟି ବୋଧହୁଏ ଠିକ ଥିଲା ।--ଶିତିକଣ୍ଠ (ଆଲୋଚନା) ୧୯:୨୮, ୨୭ ଅପ୍ରେଲ ୨୦୧୫ (UTC)

ଅକ୍ସଫୋର୍ଡ ଡିକ୍ସନାରୀ pronunciation ଅନୁସାରେ ଉଭୟ ଠିକ, ଯଦିଓ ପୂର୍ବ ବନାନଟି ଅଧିକ ପ୍ରଚଳିତ । ଦୟାକରି ବଦଳେଇ ଦିଅନ୍ତୁ । Coldbreeze16 (ମୋ ଆଲୋଚନା) ୦୪:୦୫, ୨୮ ଅପ୍ରେଲ ୨୦୧୫ (UTC)
ବର୍ତ୍ତମାନ ବୋଧେ ପରିଚାଳକ କେବଳ ଏହାକୁ ବଦଳେଇପାରିବେ ।--ଶିତିକଣ୍ଠ (ଆଲୋଚନା) ୦୭:୫୪, ୩୦ ଅପ୍ରେଲ ୨୦୧୫ (UTC)
 ପୁରୁଣା ନାମକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୧୬, ୩ ମଇ ୨୦୧୫ (UTC)