ଆଲୋଚନା:ବିଜୟ ଚକ୍ରବର୍ତ୍ତୀ
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୨ ବର୍ଷ ପୂର୍ବେ by Hellohappy in topic ବିଜୋୟା ବଦଳରେ ବିଜୟା ଲେଖାଯାଉ
ବିଜୋୟା ବଦଳରେ ବିଜୟା ଲେଖାଯାଉ
[ସମ୍ପାଦନା]ବଙ୍ଗଳାରେ ସେମାନେ ସବୁବେଳେ ଅ କୁ ଓ ଉଚ୍ଚାରଣ କରିଥାନ୍ତି । ତେଣୁ ଇଂରାଜୀରେ Bijoya ଲେଖିଲେ ମଧ୍ୟ ବାସ୍ତବରେ ତାହା ବିଜୟା । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୧୩, ୨୪ ଜୁଲାଇ ୨୦୨୩ (IST)