ଆଲୋଚନା:ପୁଷପୁନି

Page contents not supported in other languages.
ଉଇକିପିଡ଼ିଆ‌ରୁ

ପୁଷ ପୁନି (ପାରମ୍ପରିକ ପର୍ବ) ସହ ଧନୁଯାତ୍ରାର (୧୯୪୮ରୁ ଆରମ୍ଭ) କିଛି ସମ୍ପର୍କ ନାହିଁ । ବିଷୟରେ ଧନୁଯାତ୍ର ବାବଦରେ ବଖାଣ ହୋଇଛି । ଯେହେତୁ ଏହା ତିଆରି ଅବସ୍ଥାରେ ଅଛି ଏକ ବଡ଼ ଧରଣର ବଦଳ କରିପାରିବି କି? -ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୧୦:୫୬, ୧୧ ଜାନୁଆରୀ ୨୦୧୭ (IST)[reply]