ଆଲୋଚନା:ପାପୋନ (ଗାୟକ)
ଦେଖଣା
ଏହି ପ୍ରସଙ୍ଗଟି ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୩ରେ ଗଢ଼ାଯାଇଛି । |
ପ୍ରସଙ୍ଗର ନାମ ପାପୋନ ହେବା ଉଚିତ
[ସମ୍ପାଦନା]କଳାକାର ଜଣକ ପାପୋନ ନାମରେ ପରିଚିତ । ତେଣୁ ପ୍ରସଙ୍ଗଟିକୁ ପାପୋନ କରିଲେ ଭଲ ହୁଅନ୍ତା । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୪:୩୪, ୧୨ ଅପ୍ରେଲ ୨୦୨୩ (IST)
ଅନ୍ୟ କୌଣସି ମତ ଆସି ନଥିବାରୁ, ପୃଷ୍ଠାଟିକୁ ପାପୋନ (ଗାୟକ)କୁ ଘୁଞ୍ଚେଇଦେଲି ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୫୩, ୧୮ ଅପ୍ରେଲ ୨୦୨୩ (IST)