ଆଲୋଚନା:ପାକିସ୍ତାନ
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୯ ବର୍ଷ ପୂର୍ବେ by MKar in topic ନାମ ବଦଳ
| ଏହା ଏକ ଆଲୋଚନା ଯେଉଁଠି ଆପଣ ପ୍ରସଙ୍ଗଟିକୁ ଉନ୍ନତ କରିପାରିବେ ପାକିସ୍ତାନ article । | |||
|---|---|---|---|
|
|
||
ନାମ ବଦଳ
[ସମ୍ପାଦନା]ଓଡ଼ିଆ ଉଇକିପିଡ଼ିଆରେ ଅଧିକାଂଶ ଜାଗାରେ ପାକିସ୍ଥାନ ବୋଲି ଲେଖା ଅଛି । ଗୁଗୁଲରେ ଖୋଜିଲେ ପାକିସ୍ଥାନ ୧୭୦୦ ଫଳ ଆସୁଛି ଯେତେବେଳେ କି ପାକିସ୍ତାନ ୩୭୦୦୦ ଦେଖଅଛି । ଏଥିରୁ ଜଣା ପଡୁଛି ଯେ ପାକିସ୍ତାନ ଅଧିକ ବ୍ୟବହାର ହେଉଛି । ଏହାଛଡ଼ା ଦେଖିଲେ ଜଣା ପଡୁଛି ଯେ, ପାକିସ୍ତାନ ହେଉଛି ଗୋଟେ ନାମ ଏହାକୁ ଓଡ଼ିଆରେ ବଦଳାଇବା ଆବଶ୍ୟକ ନୁହେଁ । ମୁଁ ଏହି ପ୍ରସଙ୍ଗ ଏବଂ ଓଡ଼ିଆ ଉଇକିପିଡ଼ିଆରେ ଅନ୍ୟ ଜାଗାରେ ପାକିସ୍ଥାନକୁ ବଦଳାଇ ପାକିସ୍ତାନ କରିବା ପାଇଁ ପ୍ରସ୍ତାବ ଦେଉଛି । ଅନ୍ୟମାନେ ନିଜର ମତ ଦିଅନ୍ତୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୪୯, ୨୧ ଅପ୍ରେଲ ୨୦୧୬ (IST)
ସମର୍ଥନ
[ସମ୍ପାଦନା]
ସମର୍ଥନ--ନିଜେ ପ୍ରସ୍ତାବ ଦେଇଥିବାରୁ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୪୯, ୨୧ ଅପ୍ରେଲ ୨୦୧୬ (IST)
ସମର୍ଥନ--ଶିତିକଣ୍ଠ (ଆଲୋଚନା) ୦୧:୨୭, ୨୧ ଅପ୍ରେଲ ୨୦୧୬ (IST)
ବିରୋଧ/ଭିନ୍ନ ମତ
[ସମ୍ପାଦନା]ଫଳାଫଳ
[ସମ୍ପାଦନା]
ଭିନ୍ନ ମତ ଆସିନଥିବାରୁ 'ପାକିସ୍ତାନ' ନାମକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୩୫, ୭ ମଇ ୨୦୧୬ (IST)