ଆଲୋଚନା:ପଦ୍ମଶ୍ରୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମ ବାବଦରେ[ସମ୍ପାଦନା]

ଯଦିଓ ଇଂରାଜୀରେ "Padma Shree" ବୋଲି ଲେଖାଯାଏ ଆମେ ପାଠ ବହିଠୁ ନେଇ ପତ୍ରପତ୍ରିକାରେ ସବୁଠି ପଦ୍ମଶ୍ରୀ ହିଁ ଦେଖୁଛୁ । ଅନେକ ବ୍ୟକ୍ତିବିଶେଷଙ୍କ ନାମ ମଧ୍ୟ ସେହିଭଳି ଯଥା ଇଂରାଜୀରେ Debi Prasanna Pattanayak କୁ ଓଡ଼ିଆରେ ଦେବୀପ୍ରସନ୍ନ ପଟ୍ଟନାୟକ । ତେଣୁ ମୋ ମତରେ ଇଂରାଜୀ ନାମ ସାଙ୍ଗରେ ଓଡ଼ିଆକୁ ସମାନ କରିବାର ଲୋଡ଼ା ନାହିଁ । ଉଇକିପିଡ଼ିଆର ନିୟମ ଅନୁସାରେ ଚଳନ୍ତି ଲେଖା ଶୈଳୀକୁ ମାନିଲେ ପଦ୍ମଶ୍ରୀ ହେବ ।--ସୁଭାସିସ ପାଣିଗାହି (ଆଳାପ) ୦୮:୧୨, ୧ ଫେବୃଆରୀ ୨୦୧୬ (IST)[reply]

  ଭିନ୍ନ ମତ ଆସିନଥିବାରୁ 'ପଦ୍ମଶ୍ରୀ' ନାମକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୦୪, ୧୨ ଫେବୃଆରୀ ୨୦୧୬ (IST)[reply]