ଆଲୋଚନା:ଦ୍ରୌପଦୀ ମୁର୍ମୁ

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମକରଣ[ସମ୍ପାଦନା]

ନମସ୍କାର @Psubhashish:, ଦ୍ରୌପଦୀ ମୁର୍ମୁ ଙ୍କର ବିବାହ ପୂର୍ବ ନାମ ଦ୍ରୌପଦୀ ଟୁଡୁ ଥିଲା ଏବଂ ଡାକ ନାମ ପୂତି ଥିଲା। ଏହି ତଥ୍ୟ କି ପରି ଏହି article ର summary section ଓ infobox ରେ ଲେଖା ଯାଇପାରିବ? MaxA-Matrix (ମୋ ଆଲୋଚନା) ୦୮:୦୬, ୨୭ ଜୁଲାଇ ୨୦୨୨ (IST)[reply]

ହଁ, ମୁଁ ଇଂରାଜୀ ଉଇକିପିଡ଼ିଆରେ ମଧ୍ୟ ଏ ତଥ୍ୟଟି ଥିବା ଦେଖିଲି । ସେଠାରୁ ଅନୁବାଦ କରି ଆଧାର ସହ ଯୋଡ଼ିଦେଲି । ତେବେ ଭବିଷ୍ୟତରେ ବିନା ଆଲୋଚନାରେ ଆପଣ ସିଧାସଳଖ ଯୋଡ଼ିପାରିବେ । ମୋଟାମୋଟି ଭାବେ ତଥ୍ୟ ସଠିକ ଥିଲେ ଆଉ ଖବରକାଗଜ, ପତ୍ରପତ୍ରିକା, ବହି, ଜଣାଶୁଣା ୱେବସାଇଟ ଆଦିରେ ପ୍ରକାଶ ପାଇଥିଲେ ଆଧାର ଦେଇପାରିବେ (ଯେମିତି ମୁଁ ଯୋଡ଼ିଛି) । --ସୁଭ (ଆଳାପ) ୦୯:୩୦, ୨୭ ଜୁଲାଇ ୨୦୨୨ (IST)[reply]