ଆଲୋଚନା:ଥାଇ ଲାଲ୍ ତରକାରୀ
ଏହି ପ୍ରସଙ୍ଗଟି ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଗଢ଼ାଯାଇଛି । |
ଘୁଞ୍ଚାଇବା ପାଇଁ ଅନୁରୋଧ
[ସମ୍ପାଦନା]
It has been proposed in this section that ଥାଇ ଲାଲ୍ ତରକାରୀ be renamed and moved to କେଙ୍ଗ ଫେଟ.
A bot will list this discussion on Wikipedia:Requested moves within half an hour of this tag being placed. The discussion may be closed 7 days after being opened, if consensus has been reached. More information about closing discussions is available at Wikipedia:Requested moves/Closing instructions. Remember to base arguments on article title policy, and to keep discussion succinct and civil. Do not simply add {{requested move}} to page-move requests; instead, use {{subst:requested move}} or {{subst:move-multi}}. Do not use {{requested move/dated}} directly. |
ଥାଇ ଲାଲ୍ ତରକାରୀ → କେଙ୍ଗ ଫେଟ – "ଥାଇ ଲାଲ୍ ତରକାରୀ" ପ୍ରସଙ୍ଗକୁ "କେଙ୍ଗ ଫେଟ" (kaeng phet) ଲେଖିଲେ ବୋଧେ ବେଶୀ ଠିକ ହେବ ଭାବୁଚି କାରଣ ଥାଇ ଓଡ଼ିଆ ଉଭୟ ଏସୀୟ ଭାଷା । ଇଂରାଜୀରେ ତାକୁ "ଥାଇ ରେଡ଼ କରି" ବୋଲି ସହଜ କରି ଲେଖିଲେ । ତାକୁ ଆଉ ଓଡ଼ିଆ ଅନୁବାଦ କରିବା ଆବଶ୍ଯକ ନାହିଁ ବୋଲି ଭାବୁଚି । ଖାଦ୍ୟପଦାର୍ଥ କିମ୍ବା ଅନ୍ୟାନ୍ୟ ସାଂସ୍କୃତିକ ନାଁଗୁଡ଼ା ଅଲଗା ଭାଷାରେ ବ୍ୟବହାର କଲାବେଳେ ମୂଳ ନାଁକୁ ସେ ଭାଷାର ଲିଖନ ଶୈଳୀ ଅନୁସାରେ ଲେଖାଯାଇପାରିବ । ଆଇଟି ଶବ୍ଦସବୁ ଅନେକ । (ଏଇଟା ଏ ପ୍ରସଙ୍ଗ ପାଇଁ ନୁହେଁ ବରଂ ସାଧାରଣ ବ୍ୟବହାର ସମ୍ବନ୍ଧିତ) ଦ୍ୱିତୀୟରେ "ଲାଲ୍" ଶବ୍ଦ ଓଡ଼ିଆ ଅପେକ୍ଷା ହିନ୍ଦୀ, ବଙ୍ଗଳା, ରାଜସ୍ଥାନୀ ଆଦି ଭାଷାରେ ବେଶୀ ବ୍ୟବହାର କରାଯାଏ । ଓଡ଼ିଆରେ "ନାଲି" ମାନକ ଭାବେ ଲିଖିତ ଆଉ କଥାବାର୍ତ୍ତାରେ "ଲାଲ" ବ୍ଯବହାର ହୁଏ । ସୁଭ (ଆଳାପ) ୧୫:୦୪, ୨୧ ନଭେମ୍ବର ୨୦୨୦ (IST)