ଆଲୋଚନା:ଥାଇ ଲାଲ୍ ତରକାରୀ

Page contents not supported in other languages.
ଉଇକିପିଡ଼ିଆ‌ରୁ


ଘୁଞ୍ଚାଇବା ପାଇଁ ଅନୁରୋଧ[ସମ୍ପାଦନା]

ଥାଇ ଲାଲ୍ ତରକାରୀକେଙ୍ଗ ଫେଟ – "ଥାଇ ଲାଲ୍ ତରକାରୀ" ପ୍ରସଙ୍ଗକୁ "କେଙ୍ଗ ଫେଟ" (kaeng phet) ଲେଖିଲେ ବୋଧେ ବେଶୀ ଠିକ ହେବ ଭାବୁଚି କାରଣ ଥାଇ ଓଡ଼ିଆ ଉଭୟ ଏସୀୟ ଭାଷା । ଇଂରାଜୀରେ ତାକୁ "ଥାଇ ରେଡ଼ କରି" ବୋଲି ସହଜ କରି ଲେଖିଲେ । ତାକୁ ଆଉ ଓଡ଼ିଆ ଅନୁବାଦ କରିବା ଆବଶ୍ଯକ ନାହିଁ ବୋଲି ଭାବୁଚି । ଖାଦ୍ୟପଦାର୍ଥ କିମ୍ବା ଅନ୍ୟାନ୍ୟ ସାଂସ୍କୃତିକ ନାଁଗୁଡ଼ା ଅଲଗା ଭାଷାରେ ବ୍ୟବହାର କଲାବେଳେ ମୂଳ ନାଁକୁ ସେ ଭାଷାର ଲିଖନ ଶୈଳୀ ଅନୁସାରେ ଲେଖାଯାଇପାରିବ । ଆଇଟି ଶବ୍ଦସବୁ ଅନେକ । (ଏଇଟା ଏ ପ୍ରସଙ୍ଗ ପାଇଁ ନୁହେଁ ବରଂ ସାଧାରଣ ବ୍ୟବହାର ସମ୍ବନ୍ଧିତ) ଦ୍ୱିତୀୟରେ "ଲାଲ୍" ଶବ୍ଦ ଓଡ଼ିଆ ଅପେକ୍ଷା ହିନ୍ଦୀ, ବଙ୍ଗଳା, ରାଜସ୍ଥାନୀ ଆଦି ଭାଷାରେ ବେଶୀ ବ୍ୟବହାର କରାଯାଏ । ଓଡ଼ିଆରେ "ନାଲି" ମାନକ ଭାବେ ଲିଖିତ ଆଉ କଥାବାର୍ତ୍ତାରେ "ଲାଲ" ବ୍ଯବହାର ହୁଏ । ସୁଭ (ଆଳାପ) ୧୫:୦୪, ୨୧ ନଭେମ୍ବର ୨୦୨୦ (IST)[reply]