ଆଲୋଚନା:ଜଗନ୍ନାଥ ମନ୍ଦିର, ପୁରୀରେ ଥିବା ଶିବ ମନ୍ଦିର ତାଲିକା
Appearance
ନାମ ବଦଳ
[ସମ୍ପାଦନା]- ଶ୍ରୀମନ୍ଦିରରରେ ଥିବା ଶିବ ମନ୍ଦିରମାନଙ୍କର ତାଲିକା
- ଶ୍ରୀମନ୍ଦିରରରେ ଥିବା ଶିବ ମନ୍ଦିର ଗୁଡ଼ିକର ତାଲିକା
- ଶ୍ରୀମନ୍ଦିରରରେ ଥିବା ଶିବ ମନ୍ଦିର ତାଲିକା
- ପୁରୀ ଜଗନ୍ନାଥ ମନ୍ଦିର ବେଢାରେ ଥିବା ଶିବ ମନ୍ଦିରସବୁର ତାଲିକା
- ପୁରୀ ଜଗନ୍ନାଥ ମନ୍ଦିର ବେଢାରେ ଥିବା ଶିବ ମନ୍ଦିର ଗୁଡ଼ିକର ତାଲିକା
- ପୁରୀ ଜଗନ୍ନାଥ ମନ୍ଦିର ବେଢାରେ ଥିବା ଶିବ ମନ୍ଦିର ତାଲିକା
ମତାମତ
[ସମ୍ପାଦନା]ଉପୋରୋକ୍ତ ନାମ ଗୁଡ଼ିକ ମଧ୍ୟରୁ କେଉଁଟି ଠିକ ହେବ ମତ ଦେବାକୁ ଅନୁରୋଧ ।
- ଯାହା ଅଛି ତାହା ହିଁ ଠିକ୍ ଲାଗୁଛି । ଏଇଟା ହିଁ ଏନ୍ସାଇକ୍ଲୋପିଡ଼ିଆ ଫର୍ମାଟ୍ । Coldbreeze16 (ମୋ ଆଲୋଚନା) ୧୪:୩୩, ୧୩ ସେପ୍ଟେମ୍ବର ୨୦୧୫ (UTC)
- ପ୍ରସଙ୍ଗର ନାମ ଶ୍ରୀମନ୍ଦିରରରେ ଥିବା ଶିବ ମନ୍ଦିର ତାଲିକା କୁ ସମର୍ଥନ । --ଆଦିତ୍ୟ ମହାର (ଆଲୋଚନା) ୧୫:୨୭, ୧୩ ସେପ୍ଟେମ୍ବର ୨୦୧୫ (UTC)
- ପୁରୀ ଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ଶିବ ମନ୍ଦିରସବୁର ତାଲିକା ('ଢ଼ ରେ ବିନ୍ଦୁ ଥାଇ) । କମା (",") ଦେଇ ଜାଗାର ନାମ ଲେଖିବା ଇଂରାଜୀ ଫର୍ମାଟ । ଆମେ ଆଗରୁ ଅନେକ ଜାଗାରେ ଓଡ଼ିଆ ପାଇଁ ସମାନ ଶୈଳୀରେ ଲେଖି ଏ ଭୁଲ କରିଛୁ । ଅନ୍ତତ ନୂଆ ଲେଖାରେ ଏ ଭୁଲ ନ ରହିଲେ ଭଲ । --ସୁଭାସିସ ପାଣିଗାହି (ଆଳାପ) ୧୭:୩୭, ୧୩ ସେପ୍ଟେମ୍ବର ୨୦୧୫ (UTC)
- ମୋ ପ୍ରସ୍ତାବ: 'ଶ୍ରୀମନ୍ଦିର ବେଢ଼ାରେ ଥିବା ଶିବ ମନ୍ଦିରମାନଙ୍କର ତାଲିକା ସୁଭଭାଇଙ୍କ ପ୍ରସ୍ତାବ ବି ଠିକ ରହିବ ।
- ପୁରୀ ଜଗନ୍ନାଥ ମନ୍ଦିର = ଶ୍ରୀମନ୍ଦିର
- ବେଢ଼ା/ପରିସର
- ସବୁର ବଦଳରେ 'ମାନଙ୍କ/ଗୁଡ଼ିକ' ଠିକ ଲାଗୁଚି ।
- ଜଗନ୍ନାଥ ମନ୍ଦିର ଲେଖା ଥିବା ଶ୍ରେଣୀ ଗୁଡ଼ିକ ବି ବଦଳେଇ 'ଶ୍ରୀମନ୍ଦିର' ହେଲେ ଠିକ । ହେବ ଶ୍ରୀମନ୍ଦିର କେବଳ ପୁରୀରେ ଥିବା ଜଗନ୍ନାଥ ମନ୍ଦିରକୁ ବୁଝାଉଛି ତେଣୁ ଆଉ ବହୁ ବିକଳ୍ପ ଲେଖିବାକୁ ପଡ଼ିବ ନାହିଁ । ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୭:୫୩, ୧୩ ସେପ୍ଟେମ୍ବର ୨୦୧୫ (UTC)
- ପ୍ରସଙ୍ଗର ତଥ୍ୟକୁ ଠିକ୍ ଭାବେ ଅନୁଧ୍ୟାନ କରି ମତ ଦେବାକୁ ଅନୁରୋଧ, ପ୍ରଥମ କଥା ତାଲିକା ଅନ୍ତର୍ଭୁକ୍ତ ସବୁ ଗୁଡିକ ଶିବମନ୍ଦିର ନୁହଁ, ଅଧିକାଂଶ ମୂର୍ତ୍ତି ଭାବରେ ମଧ୍ୟ ପୂଜା ପାଉଛନ୍ତି, ଦ୍ଵିତୀୟ କଥା ହେଲା କେତେକ ଭିତର ବେଢ଼ା ଓ ଆଉ କେତେ ବାହାରେ ମଧ୍ୟ ପୂଜା ପାଉଛନ୍ତି। --ଆଦିତ୍ୟ ମହାର (ଆଲୋଚନା) ୦୪:୧୯, ୧୪ ସେପ୍ଟେମ୍ବର ୨୦୧୫ (UTC)