ଆଲୋଚନା:ଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣ

Page contents not supported in other languages.
ଉଇକିପିଡ଼ିଆ‌ରୁ

ପ୍ରସଙ୍ଗର ନାମ[ସମ୍ପାଦନା]

ସମସ୍ତ ଜଗନ୍ନାଥ ମନ୍ଦିରରେ ନବକଳେବର ଓ ବିଗ୍ରହ ନିର୍ମାଣ ହୁଏନାହିଁ । ଏ ବିଧି ଓ ପଦ୍ଧତିରେ ବିଗ୍ରହ ନିର୍ମାଣ କେବଳ ଶ୍ରୀମନ୍ଦିରରେ ହିଁ ପ୍ରଚଳିତ । ତେଣୁ ପ୍ରସଙ୍ଗର ନାମ ଶ୍ରୀମନ୍ଦିରରେ ବିଗ୍ରହ ନିର୍ମାଣ କରାଗଲେ କିମ୍ବା ତଥ୍ୟ ସବୁ ନବକଳେବର ପ୍ରସଙ୍ଗରେ ବିଗ୍ରହ ନିର୍ମାଣ ଶିରୋନାମ ଦେଇ ରଖାଗଲେ ଭଲ ହେବ। --ଆଦିତ୍ୟ ମହାର (ଆଲୋଚନା) ୧୫:୫୦, ୧୩ ସେପ୍ଟେମ୍ବର ୨୦୧୫ (UTC)