ଆଲୋଚନା:ଚାରୁପାଣି

Page contents not supported in other languages.
ଉଇକିପିଡ଼ିଆ‌ରୁ

"ରସମ୍" ବଦଳରେ "ଚାରୁପାଣି"[ସମ୍ପାଦନା]

@Santosh.mbahrm: ଓଡ଼ିଆ ନାମଟା "ଚାରୁପାଣି" ଆଉ ସେଇଟା ପ୍ରସଙ୍ଗର ନାମ ଲେଖି ଭିତରେ ପ୍ରଥମ ଉପକ୍ରମ ଧାଡ଼ିରେ ରସମ ନାମରେ ମଧ୍ୟ ଜଣା ବୋଲି ଲେଖାଯାଇପାରେ । ଯେମିତିକା ଭାରତ । ଇଂରାଜୀରେ ଇଣ୍ଡିଆ କୁହାଗଲେ ମଧ୍ୟ ଓଡ଼ିଆ ପ୍ରସଙ୍ଗର ନାମ କେବଳ ଭାରତ ରହିଛି । ଏମିତି ବନ୍ଧନୀ ଦେଇ "ରସମ୍ (ଚାରୁପାଣି)" ନାମ ରଖିବା ଉଇକିପିଡ଼ିଆରେ ନିୟମବିରୁଦ୍ଧ । ପୃଷ୍ଠାର "ଇତିହାସ" ଡାହାଣକୁ "ଘୁଞ୍ଚାଇବେ" ଥିବ । ସେଥିରେ କ୍ଲିକ କରି ପୃଷ୍ଠାଟି ଘୁଞ୍ଚାନ୍ତୁ । --ସୁଭାସିସ ପାଣିଗାହି (ଆଳାପ) ୧୪:୫୦, ୮ ଡିସେମ୍ବର ୨୦୧୫ (UTC)