ଆଲୋଚନା:ଚାରୁପାଣି
ଦେଖଣା
"ରସମ୍" ବଦଳରେ "ଚାରୁପାଣି"
[ସମ୍ପାଦନା]@Santosh.mbahrm: ଓଡ଼ିଆ ନାମଟା "ଚାରୁପାଣି" ଆଉ ସେଇଟା ପ୍ରସଙ୍ଗର ନାମ ଲେଖି ଭିତରେ ପ୍ରଥମ ଉପକ୍ରମ ଧାଡ଼ିରେ ରସମ ନାମରେ ମଧ୍ୟ ଜଣା ବୋଲି ଲେଖାଯାଇପାରେ । ଯେମିତିକା ଭାରତ । ଇଂରାଜୀରେ ଇଣ୍ଡିଆ କୁହାଗଲେ ମଧ୍ୟ ଓଡ଼ିଆ ପ୍ରସଙ୍ଗର ନାମ କେବଳ ଭାରତ ରହିଛି । ଏମିତି ବନ୍ଧନୀ ଦେଇ "ରସମ୍ (ଚାରୁପାଣି)" ନାମ ରଖିବା ଉଇକିପିଡ଼ିଆରେ ନିୟମବିରୁଦ୍ଧ । ପୃଷ୍ଠାର "ଇତିହାସ" ଡାହାଣକୁ "ଘୁଞ୍ଚାଇବେ" ଥିବ । ସେଥିରେ କ୍ଲିକ କରି ପୃଷ୍ଠାଟି ଘୁଞ୍ଚାନ୍ତୁ । --ସୁଭାସିସ ପାଣିଗାହି (ଆଳାପ) ୧୪:୫୦, ୮ ଡିସେମ୍ବର ୨୦୧୫ (UTC)