ଆଲୋଚନା:କୃଷ୍ଣ ଜନ୍ମାଷ୍ଟମୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଲେଖାଟିରେ କେହି ଓଡ଼ିଶାରେ ହରିବଂଶ ପାଠ କରାଯାଉଥିବାର ଫଟୋଟିଏ ଯୋଡ଼ି ପାରିବେ କି? ଏହା ଛଡ଼ା ଏହାକୁ janmashtami ଓ କୃଷ୍ଣ ଜନ୍ମାଷ୍ଟମୀ ବା ଜନ୍ମାଷ୍ଟମୀରୁ ଫେରେଇ ଆଣିବାର କାରସାଦି କରିଦେବାକୁ ଅନୁରୋଧ। ଏହା ଆମ୍ଭପକ୍ଷେ ସମ୍ଭବ ନୋହିଲା।

 Done Janmashtami ଓ କୃଷ୍ଣ ଜନ୍ମାଷ୍ଟମୀ ବା ଜନ୍ମାଷ୍ଟମୀରୁ ଫେରେଇ ଆଣିବାର ବ୍ୟବସ୍ଥା କରାଗଲା । ତେବେ ଉଇକିପିଡ଼ିଆର ନିୟମ ଅନୁସାରେ ଏହି ପ୍ରସଙ୍ଗର ଶୀର୍ଷକ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବଦଳରେ କୃଷ୍ଣ ଜନ୍ମାଷ୍ଟମୀ ହେବା ଉଚିତ, ତେଣୁ ଏଠାରେ ବାକି ଓକିଆଳି ମାନେ ବି ନିଜସ୍ଵ ମତ ଦିଅନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୩୪, ୫ ଅଗଷ୍ଟ ୨୦୧୨ (UTC)
ମୁଁ ମୃତ୍ୟୁଞ୍ଜୟ ଭାଇଙ୍କ ସହ ଏକମତ।ଏହି ପ୍ରସଙ୍ଗର ଶୀର୍ଷକ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବଦଳରେ କୃଷ୍ଣ ଜନ୍ମାଷ୍ଟମୀ ହେବା ଉଚିତ।--Aditya Mahar (ମୋ ଆଲୋଚନା) ୧୮:୧୦, ୫ ଅଗଷ୍ଟ ୨୦୧୨ (UTC)
ନାମବଦଳକୁ କେହି ବିରୋଧ ନକରିବାରୁ କୃଷ୍ଣ ଜନ୍ମାଷ୍ଟମୀକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୨୬, ୧୦ ଅକ୍ଟୋବର ୨୦୧୨ (UTC)

ଆଦିତ୍ୟ ବାବୁ ଏ ବଦଳ କାହିଁକି କଲ ଜାଣି ହେଲାନି, ତା ଅପେକ୍ଷା ପୂର୍ବରୁ ଥିବା ଅଧିକ ତଥ୍ୟ ଭଲ ଥିଲା । --106.66.246.31 ୦୮:୫୩, ୨ ଅଗଷ୍ଟ ୨୦୧୪ (UTC)

ମତାମତ ପାଇଁ ଧନ୍ୟବାଦ, ପ୍ରଥମ କଥା ହେଲା ଆପଣ ଲଗ ଇନ୍ କରି ମତ ଦିଅନ୍ତୁ ଆଉ ମୋତେ ବାବୁ ନ କହି କେବଳ ଆଦିତ୍ୟ ଲେଖିଲେ ଭଲ ହେବ । ମୁଁ ଏ ବଦଳରେ କିଛି ତଥ୍ୟ ହଟାଇ ନାହିଁ, ପୂର୍ବରୁ ଥିବା ସମସ୍ତ ତଥ୍ୟ ସେମିତି ଅଛି,କେବଳ ତଥ୍ୟ ଗୁଡିକୁ ସଠିକ ସ୍ଥାନକୁ ଅଦଳବଦଳ କରି ସଜାଡି ଦେଇଛି । ଆପଣ ଠିକ ଭାବରେ ଦେଖି ପାରନ୍ତି। --ଆଦିତ୍ୟ ମହାର (ଆଲୋଚନା) ୧୧:୧୯, ୨ ଅଗଷ୍ଟ ୨୦୧୪ (UTC)