ଆଲୋଚନା:କୁମାୟୁଁର ନରଖାଦକ
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୮ ବର୍ଷ ପୂର୍ବେ by Hellohappy
| ଏହା ଏକ ଆଲୋଚନା ଯେଉଁଠି ଆପଣ ପ୍ରସଙ୍ଗଟିକୁ ଉନ୍ନତ କରିପାରିବେ କୁମାୟୁଁର ନରଖାଦକ article । | |||
|---|---|---|---|
|
|
||
| ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ | (Rated Start-class) | ||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|
|
|||||||||||||||||
"Man-Eaters of Kumaon" ପୁସ୍ତକର ଓଡ଼ିଆରେ ଅନୁବାଦିତ ପୁସ୍ତକର ନାଁ "କୁମାୟୁଁର ନରଖାଦକ" କି ! ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୨:୨୦, ୪ ଅଗଷ୍ଟ ୨୦୧୭ (IST)
- ଉତ୍ତର ମିଳିଗଲା http://www.samanyakathan.com/readmore.php?sid=1923 ପ୍ରସଙ୍ଗଟି ଯଦି କୁମାୟୁଁର ନରଖାଦକ, ତେବେ ପ୍ରସଙ୍ଗରେ ଓଡ଼ିଆରେ ଅନୁବାଦିତ ପୁସ୍ତକ ବାବଦରେ ଲେଖିବାକୁ ଅନୁରୋଧ । Man-Eaters of Kumaon ପୁସ୍ତକ ପାଇଁ ପ୍ରସଙ୍ଗ ନାମଟି ମ୍ୟାନ-ଇଟରସ ଅଫ୍ କୁମାୟୁଁ ଭାବେ ଲେଖିଲେ ଠିକ ହେବ ବୋଲି ଭାବୁଛି । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୨:୪୯, ୪ ଅଗଷ୍ଟ ୨୦୧୭ (IST)