ଆଲୋଚନା:ଉତ୍କଳ ବିଶ୍ୱବିଦ୍ୟାଳୟ

Page contents not supported in other languages.
ଉଇକିପିଡ଼ିଆ‌ରୁ

ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା[ସମ୍ପାଦନା]

ପ୍ରସଙ୍ଗରେ, " ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା" ବିଭାଗଟି ଗୋଟିଏ ଖବର ଭଳି ଲାଗୁଛି । କେବଳ, ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି କିବା ପାଇନି ଲେଖିଲେ ଉଚିତ ହୁଅନ୍ତା । ପାଇବାପାଇଁ ବିଶ୍ୱବିଦ୍ୟାଳୟ କଣ କରୁଛି ଲେଖିବା ଅନାବଶ୍ୟକ ମନେହେଉଛି । ଦେଖିବେ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୦୭, ୧୭ ସେପ୍ଟେମ୍ବର ୨୦୧୮ (IST)[reply]

ଠିକ ଅଛି ପ୍ରିତିରଞ୍ଜନ ଭାଇ । ମୁଁ ମଧ୍ୟ ସହମତ । ସୌମେନ୍ଦ୍ର (ମୋ ଆଲୋଚନା) ୧୪:୦୧, ୧୮ ସେପ୍ଟେମ୍ବର ୨୦୧୮ (IST)[reply]

ଲୋଗୋ ସମ୍ପର୍କୀୟ[ସମ୍ପାଦନା]

ଇଂରାଜୀ ଉଇକିରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଲୋଗୋଟିକୁ ଡାଉନ୍‌ଲୋଡ୍ କରି ଓଡିଆରେ ବ୍ୟବହାର କଲେ କିଛି ଅସୁବିଧା ହେବକି ? ଏହି ଲୋଗୋ ଟି କମନ୍ସରେ ଅପଲୋଡ ହେଇନାହିଁ, ଇଂରାଜୀ ଉଇକିରେ ହେଇଛି । ସେଠାରେ ଏକଥା ଲେଖାଯାଇଛି : "Any other uses of this image, on Wikipedia or elsewhere, may be copyright infringement. Certain commercial use of this image may also be trademark infringement."--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୪୩, ୨୬ ନଭେମ୍ବର ୨୦୧୨ (UTC)

ଲୋଗୋ ରେ କଣ ଇଂରାଜୀରେ ଲେଖାହେଇଛି! ଯାହା ସତ୍ତ୍ଵ (license) ସେଠି ଦିଆଯାଇଛି, ସେଇଆ ଦିଅନ୍ତୁ, ସ୍ରୋତ http://www.utkaluniversity.ac.in/ ସହିତ । ତାର ମାନେ ଲୋଗୋଟି କେବଳ ଗୋଟିଏ ଲେଖାରେ ବ୍ୟବହାର ହୋଇପାରିବ । ଯେମିତି ସେଠି କେବଳ en:Utkal Universityରେ ବ୍ୟବହାର ହୋଇଛି, ସେମିତି ଏଠି ମଧ୍ୟ । -- ଅଂଶୁମାନ ତାର ଯୋଡ଼ିବେ? ୧୮:୫୭, ୨୬ ନଭେମ୍ବର ୨୦୧୨ (UTC)

ଭାଇ ମୁଁ upload କରିଛି । ଟିକେ ପରଖି ନେବେ । ମୁଁ actually ଅପଲୋଡ କଲାବେଳେ ସ୍ରୋତ ଦେଇନଥିଲି, ପରେ କପି କରି ପେଷ୍ଟ କରିଦେଇଛି । କିଛି ଅସୁବିଧା ଅଛି କି ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୧:୨୦, ୨୭ ନଭେମ୍ବର ୨୦୧୨ (UTC)

ନା, କିଛି ଅସୁବିଧା ନାହିଁ ଯଦିଓ ଅପଲୋଡ଼ କଲାବେଳେ ସତ୍ତ୍ଵ (copyright license) ଦେବା ନିହାତି ଆବଶ୍ୟକ । ଓଡ଼ିଆ ଉଇକିପିଡିଆରେ ଏବେ ପାଇଁ ଚଳିଯାଉଛି, ନହେଲେ ବିନା licenseରେ ସିଷ୍ଟମ ଅପଲୋଡ ପାଇଁ ଅନୁମତି ଦିଏନା ଇଂରାଜୀ ଉଇକି ଭଳି । ଆଉ ବିବରଣୀ (ସାରକଥା) ପରେ ଲେଖିଲେ ଚଳିବ । ଇଂରାଜୀ କି ଅନ୍ୟ ଉଇକିପିଡିଆରୁ କପି କଲେ Summary ରେ ଲେଖିବା ଦରକାର ଯେ ସେହି ଉଇକିରୁ କପି କରାଗଲା ବୋଲି । -- ଅଂଶୁମାନ ତାର ଯୋଡ଼ିବେ? ୦୫:୪୧, ୨୮ ନଭେମ୍ବର ୨୦୧୨ (UTC)

ଠିକ ଅଛି ଭାଇ ଧନ୍ୟବାଦ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୧୪, ୨୮ ନଭେମ୍ବର ୨୦୧୨ (UTC)