ଆଲୋଚନା:ଆକାଶ ବିଚିତ୍ରା ୨୦୧୩
ଦେଖଣା
ଏଥିରେ କିଛି ଆଧାର ଯୋଡିଲେ ବହୁତ ଭଲ ଲାଗନ୍ତା ।
- ମୁଁ ମୂଳ ଲେଖକଙ୍କୁ ଜଣାଇଛି ସେ ସବିଶେଷ ସୂଚନା ଦେବେ । କିଛି ଦିନ ଅପେକ୍ଷା କରିବା ନହେଲେ ନିଜେ ଆଧାର ଖୋଜିବି ।--ଶିତିକଣ୍ଠ (ଆଲୋଚନା) ୧୬:୨୩, ୧୯ ମାର୍ଚ୍ଚ ୨୦୧୩ (UTC)
ଟେବୁଲ ସଜାଡିବା
[ସମ୍ପାଦନା]ଆକାଶ ବିଚିତ୍ରା ୨୦୧୩#କିଏ କେବେ କାହା ପାଖରେ ସରଣୀରେ ମାର୍ଚ ମାସରେ ଥିବା ତିନୋଟି ଧାଡିକୁ ଗୋଟିଏ ଏକାଠି ରଖାଯାଇପାରିବା କି ? ମାନେ ମାର୍ଚ ପରେ ଯେଉଁ ତିନୋଟି ଖାଲି ବାକ୍ସ ଅଛି ସେସବୁ କେମିତି ହଟିବ ?--ଶିତିକଣ୍ଠ (ଆଲୋଚନା) ୧୧:୦୨, ୨୧ ମାର୍ଚ୍ଚ ୨୦୧୩ (UTC)