ଆଲୋଚନା:ଅର୍ପିତା (ପତ୍ରିକା)

Page contents not supported in other languages.
ଉଇକିପିଡ଼ିଆ‌ରୁ

ଇଣ୍ଟରନେଟ ରୁ ଅନ୍ୟ କିଛି ବି ଆଧାର ଯୋଗ୍ୟ ସାଇଟ ମିଳୁନାହିଁ । ଯାହା ମିଳିଛି ତାହା ଏତେଟା ଭରସା ଯୋଗ୍ୟ ନୁହେଁ । ଇଣ୍ଟରନେଟ ବ୍ୟତୀତ ପତ୍ରିକା ପାଇଁ ଆଉ କଣ ଆଧାର ଦିଆ ଯାଇପାରିବ ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୩୧, ୧୯ ଅକ୍ଟୋବର ୨୦୧୨ (UTC)

ଏ ପ୍ରକାର ଲେଖା ପାଇଁ ଆଧାର ପାଇବା କଷ୍ଟ । ତେଣୁ ଭରସା ଯୋଗ୍ୟ ଆଧାର ନ ମିଳିବା ପର୍ଯନ୍ତ, ନ ଲେଖିଲେ ଭଲ । -- ଅଂଶୁମାନ ତାର ଯୋଡ଼ିବେ? ୦୬:୫୫, ୨୦ ଅକ୍ଟୋବର ୨୦୧୨ (UTC)