ଆଲୋଚନା:ଅଣ୍ଡା (ଜୀବ ବିଜ୍ଞାନ)

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏ ପ୍ରସଙ୍ଗର ନାମ ଅଣ୍ଡା ଠିକ ନା ଅଣ୍ଡା(ଜୀବ ବିଜ୍ଞାନ) ଠିକ  ? ଦୟାକରି କେହି ଜଣେ କହିବେକି । ମୋ ମତରେ ଅଣ୍ଡା ଠିକ ବୋଲି ଭାବୁଛି । ବହୁ ବିକଳ୍ପ ନଥାଇ ନାମ ବଦଳେଇବାର କିଛି କାରଣ ନାହିଁ । --Aditya Mahar (ମୋ ଆଲୋଚନା) ୧୩:୧୫, ୧୨ ଅକ୍ଟୋବର ୨୦୧୨ (UTC)

ବଦଳାଯାଇଥିବା ନାମ ହିଁ ଠିକ୍ , ଅନ୍ୟ ଭାଷାର ଲିଙ୍କ୍ ରୁ ଏହା ଜାଣି ପାରିବେ , ଅଣ୍ଡା(ଖାଦ୍ୟ) ଲେଖାଟି ନିକଟ ଭବିଷ୍ୟତରେ ଲେଖିବି ।ଆଦିତ୍ୟ ଭାଇ ଆପଣ Biology ଅଧ୍ୟୟନ କରିଛନ୍ତି କି ?--ସୁକାନ୍ତ ସରକାର ୧୧:୦୬, ୧୩ ଅକ୍ଟୋବର ୨୦୧୨ (UTC)

ମୋ ମତରେ ବହୁ ବିକଳ୍ପ ନ ଥାଇ ବଦଳେଇବା ଆବଶ୍ୟକ ନଥିଲା , ନୂଆ ପ୍ରସଙ୍ଗଟି ତିଆରି କରିସାରି ବଦଳେଇଥିଲେ ଭଲ ହେଇଥାନ୍ତା । ଧନ୍ୟବାଦ । --Aditya Mahar (ମୋ ଆଲୋଚନା) ୧୨:୫୭, ୧୩ ଅକ୍ଟୋବର ୨୦୧୨ (UTC)
ବହୁବିକଳ୍ପ ପୃଷ୍ଠାଟିଏ ତିଆରି କରିବା ଶ୍ରେୟସ୍କର ହେବ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୪୨, ୧୩ ଅକ୍ଟୋବର ୨୦୧୨ (UTC)
ଇଂରାଜୀ ବହୁବିକଳ୍ପ ପୃଷ୍ଠାରେ ଥିବା ଆଲବମ ଓ ଫିଲିମ ପୃଷ୍ଠା ହୁଏତ ଓଡିଆରେ ଗଢିବାର ଆବଶ୍ୟକତା ନାହିଁ । କିନ୍ତୁ egg cell i.e Ovum ଓ 'ଅଣ୍ଡା (ଖାଦ୍ୟ)'କୁ ତିଆରି କରିବାକୁ ପଡିବ । ଆଉ ମୋ ମତରେ Chicken or the egg ପୃଷ୍ଠାଟିକୁ ଓଡିଆରେ ଅନୁବାଦ କରିବା ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୦୧, ୧୩ ଅକ୍ଟୋବର ୨୦୧୨ (UTC)
ମୋ ମତରେ ଅଣ୍ଡା କୁ ଅଣ୍ଡା (ଜୀବ ବିଜ୍ଞାନ) କୁ redirect କରିଦିଆଯାଉ ଓ ଅଣ୍ଡା (ବହୁବିକଳ୍ପ) ପୃଷ୍ଠାଟିଏ ଅଲଗା ତିଆରି କରାଯିବା ଉଚିତ । କାରଣ ପାଠକଟିଏ ପ୍ରଥମେ ଅଣ୍ଡା ହିଁ ଖୋଜିବ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୦:୨୬, ୧୩ ଅକ୍ଟୋବର ୨୦୧୨ (UTC)