ଆଲେଫାସେପ୍ଟ
| Clinical data | |
|---|---|
| Pronunciation | a lef' a sept |
| Trade names | Amevive |
| AHFS/Drugs.com | monograph |
| MedlinePlus | a603011 |
| Pregnancy category | |
| Routes of administration | Intravenous, intramuscular |
| Legal status | |
| Legal status |
|
| Pharmacokinetic data | |
| Bioavailability | 63% (IM) |
| Elimination half-life | ~270 hours |
| Identifiers | |
| |
| Chemical and physical data | |
| Formula | C2306H3594N610O694S26 |
| Molar mass | ୫୧,୮୦୧.୨୫ g·mol−1 |
| (verify) | |
ଆଲେଫାସେପ୍ଟ, ବେପାର ନାମ ଆମ୍ଭିଭ୍, ଏକ ଔଷଧ ଯାହା ମଧ୍ୟମରୁ ଗମ୍ଭୀର ପ୍ଲେକ୍ ସୋରିୟାସିସ୍ ଚିକିତ୍ସା ପାଇଁ ପୂର୍ବରୁ ବ୍ୟବହୃତ ହୋଇଥିଲା । [୧] ଅଧୁନା ଅଧିକ ପ୍ରଭାବଶାଳୀ ଏବଂ ଉତ୍ତମ ସହନଶୀଳ ବିକଳ୍ପଗୁଡିକ ମିଳୁଛି । | [୧] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଇଥିଲା । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ବାନ୍ତି, ମାଂସପେଶୀ ଯନ୍ତ୍ରଣା, ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ଏବଂ ସଂକ୍ରମଣ ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଲିମ୍ଫୋସାଇଟ୍, ଆଲର୍ଜି ପ୍ରତିକ୍ରିୟା ଏବଂ କର୍କଟ ହୋଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୨] ଏହା ଏକ ଫ୍ୟୁଜନ୍ ପ୍ରୋଟିନ୍ ଯାହା ଆଣ୍ଟିବଡିର ଏକ ଅଂଶକୁ ଏକ ପ୍ରୋଟିନ୍ ସହିତ ମିଶ୍ରଣ କରିଥାଏ ଯାହାକି କେତେକ ପ୍ରକାରରଟି କୋଷର ବୃଦ୍ଧିକୁ ଅବରୋଧ କରିଥାଏ । [୩] [୧]
୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଲେଫେସେପ୍ଟ ଅନୁମୋଦିତ ହୋଇଥିଲା। [୧] ଏହା ୨୦୧୧ରେ ବଜାରରୁ ପ୍ରତ୍ୟାହାର କରାଯାଇଥିଲା। [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Alefacept". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 4 November 2021. Retrieved 13 January 2022.
- ↑ "Alefacept (Amevive) Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 13 January 2022.
- ↑ "NCI". www.cancer.gov (in ଇଂରାଜୀ). 2 February 2011. Archived from the original on 14 January 2022. Retrieved 13 January 2022.