ଆଲିରାଜପୁର ରାଜ୍ୟ
ଦେଖଣା
| Alirajpur State अलीराजपुर रियासत | ||||||
| Princely State of British India | ||||||
| ||||||
| ||||||
| Capital | Alirajpur | |||||
| History | ||||||
| • | Established | 1437 | ||||
| • | Independence of India | 1948 | ||||
| Area | ||||||
| • | 1941 | ୨,୧୬୫.୨୪ km2 (୮୩୬ sq mi) | ||||
| Population | ||||||
| • | 1941 | ୧,୧୨,୭୫୪ | ||||
| Density | ୫୨.୧ /km2 (୧୩୪.୯ /sq mi) | |||||
| Today part of | Madhya Pradesh, India | |||||
{{cite encyclopedia}}: Invalid |ref=harv (help) | ||||||
ଆଲିରାଜପୁର... ରାଜ୍ୟ ବ୍ରିଟିଶ ଶାସନ କାଳର ଏକ ରାଜକୀୟ ରାଜ୍ୟ । ଏହା ଭୋପାୱାର ଏଜେନ୍ସିଦ୍ୱାରା ପରିଚାଳିତ ହାଉଥିଲା । ଏହାର ଆୟତନ 2165 ବର୍ଗ କିଲୋମିଟର ଓ 1901 ଜନଗଣନାରେ ଏହାର ଲୋକ ସଂଖ୍ୟା 50,185 ଥିଲା । ଆଲିରାଜପୁର ସହରରେ ଏହାର ରାଜଧାନୀ ଥିଲା । [୧]
ଇତିହାସ
[ସମ୍ପାଦନା]ରାଠୋର ରାଜପୁତ ବଂଶର ଆନନ୍ଦା ଦେଓ 1437 ମସିହାରେ ଏହି ରାଜ୍ୟ ସ୍ଥାପନ କରିଥିଲେ । ସୁରେନ୍ଦ୍ର ସିଂହ ଏହି ରାଜ୍ୟର ଶେଷ ରାଜା ଥିଲେ । ରାଜ୍ୟ ଭାରତୀୟ ରାଜ୍ୟସଙ୍ଘରେ ମିଶ୍ରଣ ହେଲା ପରେ ସୁରେନ୍ଦ୍ର ସିଂହ ଭାରତର ରାଷ୍ଟ୍ରଦୂତ ଭ୍ୟାବରେ ସ୍ପେନକୁ ଯାଇଥିଲେ । 1947 ମସିହାରେ ଏହି ରାଜ୍ୟ ମଧ୍ୟ ଭାରତ ରାଜ୍ୟରେ ମିଶ୍ରଣ ହେଇ ପରେ 1956 ମସିହାରେ ମଧ୍ୟପ୍ରଦେଶରେ ରହିଲା ।
ରାଜ୍ୟର ପତାକା 12ଟି ଲାଲ ରଙ୍ଗ ଧାଡି ଥିବା ବେଳେ ରାଜାଙ୍କ ସ୍ୱତନ୍ତ୍ର ପତାକା ଥିଲା । [୨]
ଶାସକ ଗଣ
[ସମ୍ପାଦନା]ରାଜ୍ୟର ଶାସକମାନେ ହିନ୍ଦୁ ଥିଲେ ଓ ସେମାନେ 11-ତୋପ ସମ୍ମାନ ଅଧିକାରୀ ଥିଲେ । [୩]
ପୁନଶ୍ଚ ଦେଖଣା
[ସମ୍ପାଦନା]- Bhopawar Agency
- Political integration of India
ଆଧାର
[ସମ୍ପାଦନା]- ↑ Malleson, G. B.: An historical sketch of the native states of India, London 1875, Reprint Delhi 1984
- ↑ Princely States
- ↑ Princely States
ବାହାର ଲିଙ୍କ
[ସମ୍ପାଦନା]
Media related to Alirajpur State at Wikimedia Commons

