ଆଲିପୁରା ରାଜ୍ୟ
ଆଲିପୁରା ରାଜ୍ୟ अलीपुरा रियासत | |||||
Princely State of British India | |||||
| |||||
Alipura State in the Imperial Gazetteer of India | |||||
History | |||||
• | Established | 1757 | |||
• | Independence of India | 1950 | |||
Area | |||||
• | 1931 | ୧୮୯ km2 (୭୩ sq mi) | |||
Population | |||||
• | 1931 | ୧୫,୩୧୬ | |||
Density | ୮୧ /km2 (୨୦୯.୯ /sq mi) | ||||
Today part of | Madhya Pradesh, India |
ଆଲିପୁରା ବ୍ରିଟିଶ ଅଧୀନ ଭାରତର ଏକ କରଡା ରାଜ୍ୟ ଥିଲା । ବର୍ତ୍ତମାନ ଏହା ଭାରତୀୟ ରାଜ୍ୟ ମଧ୍ୟ ପ୍ରଦେଶର ଏକ ଜିଲ୍ଲା । [୧]
ଆଲିପୁରାର ବୌଗୋଳିକ ସ୍ଥିତି 25°10′31″N 79°20′08″E / 25.1753400°N 79.3354900°Eଏବଂ ଏହାର ଜନସଂଖ୍ୟା 1881ରେ 3,232 ଥିଲା ।
ଇତିହାସ
[ସମ୍ପାଦନା]ଏହି ରାଜ୍ୟ 1757ରେ ପାନ୍ନାର ରାଜା ଅମଣ ସିଂହଙ୍କଦ୍ୱାରା ସ୍ଥାପିତ ହେଇଥିଲା । ସେ ଆଲିପୁରା ନିକଟବରତି ଅଞ୍ଚଳକୁ ନେଇ ଏହି ରାଜ୍ୟ ଗଠନ କରି ପାନାର ସର୍ଦାର ମୁକୁନ୍ଦସିଙ୍ଘଙ୍କ ପୁତ୍ର ଅଚଳ ସିଂହଙ୍କୁ ପ୍ରଦାନ କରିଥିଲେ । ଏହା ବ୍ରିଟିଶ ଅଧୀନ ରାଜୟା ହିସାବରେ 1808 ମସିହାରୁ ରହିଲା ଓ ଏହାକୁ ବୁନ୍ଦେଳଖଣ୍ଡ ଏଜେନ୍ସି ଅଧୀନରେ ରଖାଗଲା । [୨] The principality became a British protectorate in 1808 and was made part of the Bundelkhand Agency of Central India.[୩]
ଏହି ରାଜ୍ୟର ଶେଷ ରାଜା ଏହାକୁ ଭାରତୀୟ ରାଷ୍ଟ୍ରାସଙ୍ଘ ସହିତ 1950ରେ ସମ୍ମିଳିତ କରିଥିଲେ । [୧]
Rulers
[ସମ୍ପାଦନା]ପଂବାର ବଂଶଜ ରାଜପୁତମାନେ ଏହି ରାଜ୍ୟର ରାଜା ଥିଲେ [୧] ସେମାନେ ରାଓ ଉପାଧି ଗ୍ରହଣ କରୁଥିଲେ । .[୪]
ରାଓ ସମୂହ
[ସମ୍ପାଦନା]- 1757 - 1790 Achal Singh (d. 1790)
- 1790 - 1835 Pratap Singh
- 1835 - 1840 Pancham Singh
- 1840 - 1841 Daulat Singh
- 1841 - 1871 Hindupat Singh (d. 1871)
- 3 Nov 1871 - 1922 Chhatrapati Singh (b. 1853 - d. 1922)
- 26 Mar 1922 - Nov 1934 Harpal Singh (b. 1882 - d. 1934) (regent 1919 - 1922)
- Nov 1934 - 1934 Bhopal Singh Ju Deo
- 1934 - 15 Aug 1947 Raghuraj Singh Ju Deo (b. 1901 - d. 1987)
ଆଲିପୁରା ମହଲ
[ସମ୍ପାଦନା]ଏକ ଅଂଶ 300 ବର୍ଷ ପୁରାତନ ହେଲେ ମଧ୍ୟ ମୁଖ୍ୟ ଅଂଶ 150 ବର୍ଷ ପୁରୁଣା । ଏହାର ପୁନରୁଦ୍ଧାର କରାଯାଇଥିଲା ଓ ତାହାକୁ ଏକ ହେରିଟେଜ ହୋଟେଲ ଭାବେ ବର୍ତ୍ତମାନ ରାଜପରିବାରର ବଂଶଜ ମାନଙ୍କଦ୍ୱାରା ବ୍ୟବହାର ହଉଛି । .[୫]
ପୁନଶ୍ଚ ପଠନ
[ସମ୍ପାଦନା]- Political integration of India
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Alipura Princely State
- ↑ Sir William Wilson Hunter, The Imperial Gazetteer of India. Trübner & co. London, 1885
- ↑ "Alipura (Princely State)". Archived from the original on 24 ମଇ 2009. Retrieved 17 ଅପ୍ରେଲ 2010.
- ↑ Princely States of India A-J
- ↑ "Tourism in Madhya Pradesh India". Archived from the original on 3 ମାର୍ଚ୍ଚ 2016. Retrieved 27 ନଭେମ୍ବର 2016.