ଆର୍ଟିକେନ

ଉଇକିପିଡ଼ିଆ‌ରୁ
ଆର୍ଟିକେନ
Space-filling model of the articaine molecule
Clinical data
Trade namesSeptocaine, Ultracain, others
SynonymsCarticaine, articaine hydrochloride/epinephrine
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
Subcutaneous
Legal status
Legal status
Pharmacokinetic data
MetabolismLiver, plasma
Onset of actionWithin 6 min[୧]
Elimination half-life30 min
Duration of action1 hr[୧]
ExcretionLiver and unspecific plasma estearases[୨]
Identifiers
  • (RS)-Methyl 4-methyl-3-(2-propylaminopropanoylamino)thiophene-2-carboxylate
ECHA InfoCard100.115.711 Edit this at Wikidata
Chemical and physical data
FormulaC13H20N2O3S
Molar mass284.37 g/mol
320.836 g/mol (HCl)
3D model (JSmol)
  • O=C(Nc1c(scc1C)C(=O)OC)C(NCCC)C
  • InChI=1S/C13H20N2O3S/c1-5-6-14-9(3)12(16)15-10-8(2)7-19-11(10)13(17)18-4/h7,9,14H,5-6H2,1-4H3,(H,15,16) checkY
  • Key:QTGIAADRBBLJGA-UHFFFAOYSA-N checkY
  (verify)

ଆର୍ଟିକେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସେପ୍ଟୋକେନ ,ହେଉଛି ଏକ ସ୍ଥାନୀୟ ନିଶ୍ଚେତକ ଯାହା ଅନୁଭବ ହ୍ରାସ କରିବା ପାଇଁ ଏକ ଅଞ୍ଚଳରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୧] ଏହା ଏକ ସ୍ନାୟୁ ଅବରୋଧୀ ଯାହା କ୍ଷେତ୍ର ଯୋଗାଇଥିବା ଏକ ସ୍ନାୟୁ ଚାରିପାଖରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୧] ଏହାର କାର୍ଯ୍ୟର ଅବଧି ବଢ଼ାଇବା ପାଇଁ ଅଳ୍ପ ପରିମାଣର ଏପିନେଫ୍ରାଇନ୍ ସହିତ ମିଶ୍ରିତ ଉପଲବ୍ଧ ହୁଏ ।[୧] ଏହାର ପ୍ରଭାବ ଆରମ୍ଭ ୬ ମିନିଟ୍ ମଧ୍ୟରେ ହୁଏ ଏବଂ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ଯନ୍ତ୍ରଣା ଅନ୍ତର୍ଭୁକ୍ତ । [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ ଏବଂ ମେଥେମୋଗ୍ଲୋବିନେମିଆ ହୋଇପାରେ। [୩] ଗର୍ଭଧାରଣ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୪] ଏହା ଏକ ପ୍ରକାର ଆମିଡ୍ । [୩]

ଆର୍ଟିକେନ ୧୯୭୬ ମସିହାରେ ୟୁରୋପରେ, ୧୯୮୩ରେ କାନାଡାରେ ଏବଂ ୨୦୦୦ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାରରେ ଆସିଥିଲା । [୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫୦ ମାତ୍ରାର ମୂଲ୍ୟ ୨୫ ପାଉଣ୍ଡ ଅଟେ । [୬] ଏହା ଅନେକ ୟୁରୋପୀୟ ଦେଶରେ ବହୁଳ ଭାବରେ ବ୍ୟବହୃତ ହୁଏ । [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Articaine Monograph for Professionals". Drugs.com (in ଇଂରାଜୀ). Archived from the original on 7 November 2021. Retrieved 16 January 2022.
  2. Oertel R, Ebert U, Rahn R, Kirch W. Clinical pharmacokinetics of articaine. Clin Pharmacokinet. 1997 Dec;33(6):421
  3. ୩.୦ ୩.୧ ୩.୨ "DailyMed - ARTICAINE- articaine hydrochloride and epinephrine injection, solution". dailymed.nlm.nih.gov. Archived from the original on 19 March 2021. Retrieved 16 January 2022.
  4. "Articaine / epinephrine Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 16 January 2022.
  5. Malamed, Stanley F. (25 April 2014). Handbook of Local Anesthesia - E-Book (in ଇଂରାଜୀ). Elsevier Health Sciences. p. 66. ISBN 978-0-323-24202-8. Archived from the original on 16 January 2022. Retrieved 16 January 2022.
  6. BNF 81: March-September 2021. BMJ Group and the Pharmaceutical Press. 2021. p. 1403. ISBN 978-0857114105.
  7. Oertel, R; Rahn, R; Kirch, W (December 1997). "Clinical pharmacokinetics of articaine". Clinical pharmacokinetics. 33 (6): 417–25. doi:10.2165/00003088-199733060-00002. PMID 9435991.