ଆର୍ଗାଟ୍ରୋବାନ
| Clinical data | |
|---|---|
| AHFS/Drugs.com | monograph |
| data |
|
| Routes of administration | Intravenous |
| Legal status | |
| Legal status | |
| Pharmacokinetic data | |
| Bioavailability | 100% (intravenous) |
| Protein binding | 54% |
| Metabolism | hepatic |
| Elimination half-life | 39 and 51 minutes |
| Identifiers | |
| |
| ECHA InfoCard | 100.166.378 |
| Chemical and physical data | |
| Formula | C23H36N6O5S |
| Molar mass | ୫୦୮.୬୪ g·mol−1 |
| 3D model (JSmol) | |
| |
| |
| (verify) | |
ଆର୍ଗାଟ୍ରୋବାନ ହେଉଛି ଏକ ଔଷଧ ଯାହା ହେପାରିନଦ୍ୱାରା ସୃଷ୍ଟି ହୋଇଥିବା ଥ୍ରୋମ୍ବୋସାଇଟୋପେନିଆ (HIT)ରେ ରକ୍ତ ଜମାଟ ବାନ୍ଧିବାର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ । [୨] [୩] ଏହା ଏଚଆଇଟି (HIT) ସହିତ ପରକ୍ୟୁଟାନିଅସ କରୋନାରୀ ହସ୍ତକ୍ଷେପ (PCI)ରେ ଥିବା ଲୋକମାନଙ୍କରେ ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୋଇପାରେ । [୩] ଏକ ଶିରାରେ ଏହା ଧୀରେ ଧୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଜ୍ୱର, ତରଳ ଝାଡ଼ା, ଅଣନିଶ୍ୱାସ ଏବଂ ମୁଣ୍ଡବିନ୍ଧା ହୋଇପାରେ । [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ। [୩] ଯକୃତ ଜନିତ ସମସ୍ୟା ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଏହା ଏକ ରକ୍ତ ଜମାଟ ବିରୋଧୀ ବା ଆଣ୍ଟିକୋଆଗୁଲାଣ୍ଟ ଅଟେ, ବିଶେଷତଃ ଏକ ସିଧାସଳଖ ଥ୍ରୋମ୍ବିନ ଅବରୋଧକ । [୨] [୪]
୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆର୍ଗାଟ୍ରୋବାନ ଅନୁମୋଦିତ ହୋଇଥିଲା। [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୨] ୨୦୨୧ ସୁଦ୍ଧା ଯୁକ୍ତରାଜ୍ୟରେ ୫୦ ମିଗ୍ରା ଔଷଧର ମୂଲ୍ୟ ପ୍ରାୟ £ ୫୦ ଅଟେ। [୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧୦ ଡଲାର ଅଟେ। [୫]
ଆଧାର
[ସମ୍ପାଦନା]- ↑ "Argatroban injection, solution". DailyMed. Archived from the original on 10 June 2021. Retrieved 10 June 2021.
- 1 2 3 4 5 BNF 81: March-September 2021. BMJ Group and the Pharmaceutical Press. 2021. p. 147. ISBN 978-0857114105.
- 1 2 3 4 5 6 7 "DailyMed - ARGATROBAN injection". dailymed.nlm.nih.gov. Archived from the original on 16 January 2022. Retrieved 16 January 2022.
- ↑ Di Nisio M, Middeldorp S, Buller HR (2005). "Direct thrombin inhibitors". N Engl J Med. 353 (10): 1028–40. doi:10.1056/NEJMra044440. PMID 16148288. Archived from the original on 2021-11-05. Retrieved 2021-06-13.
- ↑ "Argatroban Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 16 January 2022.