ଆର୍ଗାଟ୍ରୋବାନ

ଉଇକିପିଡ଼ିଆ‌ରୁ
ଆର୍ଗାଟ୍ରୋବାନ
Clinical data
AHFS/Drugs.commonograph
data
Routes of
administration
Intravenous
Legal status
Legal status
Pharmacokinetic data
Bioavailability100% (intravenous)
Protein binding54%
Metabolismhepatic
Elimination half-life39 and 51 minutes
Identifiers
  • (2R,4R)-1-[(2S)-5-(diaminomethylideneamino)-2-
    [[(3R)-3-methyl-1,2,3,4-tetrahydroquinolin-8-yl]
    sulfonylamino]pentanoyl]-4-methyl-piperidine-2-
    carboxylic acid
ECHA InfoCard100.166.378 Edit this at Wikidata
Chemical and physical data
FormulaC23H36N6O5S
Molar mass୫୦୮.୬୪ g·mol−1
3D model (JSmol)
  • O=C(O)[C@@H]3N(C(=O)C(NS(=O)(=O)c1cccc2c1NCC(C2)C)CCC/N=C(\N)N)CC[C@@H](C)C3
  • InChI=1S/C23H36N6O5S/c1-14-8-10-29(18(12-14)22(31)32)21(30)17(6-4-9-26-23(24)25)28-35(33,34)19-7-3-5-16-11-15(2)13-27-20(16)19/h3,5,7,14-15,17-18,27-28H,4,6,8-13H2,1-2H3,(H,31,32)(H4,24,25,26)/t14-,15?,17+,18-/m1/s1 ☒N
  • Key:KXNPVXPOPUZYGB-IOVMHBDKSA-N ☒N
  (verify)

ଆର୍ଗାଟ୍ରୋବାନ ହେଉଛି ଏକ ଔଷଧ ଯାହା ହେପାରିନଦ୍ୱାରା ସୃଷ୍ଟି ହୋଇଥିବା ଥ୍ରୋମ୍ବୋସାଇଟୋପେନିଆ (HIT)ରେ ରକ୍ତ ଜମାଟ ବାନ୍ଧିବାର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ । [୨] [୩] ଏହା ଏଚଆଇଟି (HIT) ସହିତ ପରକ୍ୟୁଟାନିଅସ କରୋନାରୀ ହସ୍ତକ୍ଷେପ (PCI)ରେ ଥିବା ଲୋକମାନଙ୍କରେ ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୋଇପାରେ । [୩] ଏକ ଶିରାରେ ଏହା ଧୀରେ ଧୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଜ୍ୱର, ତରଳ ଝାଡ଼ା, ଅଣନିଶ୍ୱାସ ଏବଂ ମୁଣ୍ଡବିନ୍ଧା ହୋଇପାରେ । [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ। [୩] ଯକୃତ ଜନିତ ସମସ୍ୟା ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଏହା ଏକ ରକ୍ତ ଜମାଟ ବିରୋଧୀ ବା ଆଣ୍ଟିକୋଆଗୁଲାଣ୍ଟ ଅଟେ, ବିଶେଷତଃ ଏକ ସିଧାସଳଖ ଥ୍ରୋମ୍ବିନ ଅବରୋଧକ । [୨] [୪]

୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆର୍ଗାଟ୍ରୋବାନ ଅନୁମୋଦିତ ହୋଇଥିଲା। [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୨] ୨୦୨୧ ସୁଦ୍ଧା ଯୁକ୍ତରାଜ୍ୟରେ ୫୦ ମିଗ୍ରା ଔଷଧର ମୂଲ୍ୟ ପ୍ରାୟ £ ୫୦ ଅଟେ। [୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧୦ ଡଲାର ଅଟେ। [୫]

ଆଧାର[ସମ୍ପାଦନା]

  1. "Argatroban injection, solution". DailyMed. Archived from the original on 10 June 2021. Retrieved 10 June 2021.
  2. ୨.୦ ୨.୧ ୨.୨ ୨.୩ ୨.୪ BNF 81: March-September 2021. BMJ Group and the Pharmaceutical Press. 2021. p. 147. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "DailyMed - ARGATROBAN injection". dailymed.nlm.nih.gov. Archived from the original on 16 January 2022. Retrieved 16 January 2022.
  4. Di Nisio M, Middeldorp S, Buller HR (2005). "Direct thrombin inhibitors". N Engl J Med. 353 (10): 1028–40. doi:10.1056/NEJMra044440. PMID 16148288. Archived from the original on 2021-11-05. Retrieved 2021-06-13.
  5. "Argatroban Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 16 January 2022.