ଆଭାପ୍ରିଟିନିବ

ଉଇକିପିଡ଼ିଆ‌ରୁ
ଆଭାପ୍ରିଟିନିବ
Clinical data
PronunciationA va PRI ti nib
Trade namesAyvakit, Ayvakyt
SynonymsBLU-285, BLU285
AHFS/Drugs.commonograph
MedlinePlusa620013
data
Routes of
administration
By mouth
Legal status
Legal status
Identifiers
  • (1S)-1-(4-fluorophenyl)-1-(2-{4-[6-(1-methyl-1H-pyrazol4-yl)pyrrolo[2,1-f][1,2,4]triazin-4-yl]piperazin-1-yl}pyrimidin5-yl)ethan-1-amine
Chemical and physical data
FormulaC26H27FN10
Molar mass୪୯୮.୫୭ g·mol−1
3D model (JSmol)
  • CC(C1=CC=C(C=C1)F)(C2=CN=C(N=C2)N3CCN(CC3)C4=NC=NN5C4=CC(=C5)C6=CN(N=C6)C)N
  • InChI=1S/C26H27FN10/c1-26(28,20-3-5-22(27)6-4-20)21-13-29-25(30-14-21)36-9-7-35(8-10-36)24-23-11-18(16-37(23)33-17-31-24)19-12-32-34(2)15-19/h3-6,11-17H,7-10,28H2,1-2H3/t26-/m0/s1
  • Key:DWYRIWUZIJHQKQ-SANMLTNESA-N

ଆଭାପ୍ରିଟିନିବ, ଏକ ବେପାର ନାମ ଆୟାଭାକିତ, ଏକ ଔଷଧ ଯାହା ସିଷ୍ଟମିକ୍ ମାଷ୍ଟୋସାଇଟିସ ଏବଂ ପାକଅନ୍ତନଳୀ ଷ୍ଟ୍ରୋମାଲ ଟ୍ୟୁମର (GIST)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ପାକଅନ୍ତନଳୀ ଷ୍ଟ୍ରୋମାଲ ଟ୍ୟୁମରରେ (GIST) ଏହା ଏକ ପ୍ଲାଲେଟ୍-ଉତ୍ପାଦିତ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର ଏ (PDGFRA) ଏକ୍ସନ୍ ୧୮ ମ୍ୟୁଟେସନ୍ ମାମଲା ପାଇଁ ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଥକାପଣ, ନିମ୍ନ ଲୋହିତ କଣିକା, ଫୁଲା, ଅଧିକ ବିଲିରୁବିନ, ତରଫ ଝାଡ଼ା ଏବଂ ଭୁଲିଯିବା ପ୍ରକୃତି ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ଲୁରାଲ୍ ଇଫ୍ୟୁଜନ୍ ଏବଂ ଇଣ୍ଟାକ୍ରାନିଆଲ୍ ରକ୍ତସ୍ରାବ ହୋଇପାରେ । [୨] [୧] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୨] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର ଯାହା ପିଡିଜିଏଫଆରଏ (PDGFRA)ର କାର୍ଯ୍ୟକଳାପକୁ ଅବରୋଧ କରିଥାଏ ।[୧]

୨୦୨୦ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଭାପ୍ରିଟିନିବ ଅନୁମୋଦିତ ହୋଇଥିଲା। [୨] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୨୬୭୦୦ ଡଲାର ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୪,୨୦୦ ଡଲାର ଅଟେ । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Ayvakyt EPAR". European Medicines Agency (EMA). 20 July 2020. Archived from the original on 1 November 2020. Retrieved 29 September 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Ayvakit- avapritinib tablet, film coated". DailyMed. 21 January 2020. Archived from the original on 27 September 2020. Retrieved 29 September 2020.
  3. BNF 81: March-September 2021. BMJ Group and the Pharmaceutical Press. 2021. p. 1013. ISBN 978-0857114105.
  4. "Avapritinib Prices, Coupons & Savings Tips - GoodRx". GoodRx. Retrieved 16 January 2022.