ଆଫାଟିନିବ

ଉଇକିପିଡ଼ିଆ‌ରୁ
ଆଫାଟିନିବ
Clinical data
Trade namesGilotrif, Giotrif, Afanix
SynonymsBIBW 2992
AHFS/Drugs.commonograph
MedlinePlusa613044
data
Pregnancy
category
  • AU: C
Routes of
administration
By mouth
Legal status
Legal status
Pharmacokinetic data
Protein binding95%
MetabolismCYP not involved
Elimination half-life37 hours
ExcretionFaeces (85%), urine (4%)
Identifiers
  • N-[4-[(3-Chloro-4-fluorophenyl)amino]-7-[[(3S)-tetrahydro-3-furanyl]oxy]-6-quinazolinyl]-4(dimethylamino)-2-butenamide
ECHA InfoCard100.239.035 Edit this at Wikidata
Chemical and physical data
FormulaC24H25ClFN5O3
Molar mass୪୮୫.୯୪ g·mol−1
3D model (JSmol)
  • CN(C)C\C=C\C(=O)Nc3cc1c(Nc(cc2Cl)ccc2F)ncnc1cc3OC4COCC4
  • InChI=1S/C24H25ClFN5O3/c1-31(2)8-3-4-23(32)30-21-11-17-20(12-22(21)34-16-7-9-33-13-16)27-14-28-24(17)29-15-5-6-19(26)18(25)10-15/h3-6,10-12,14,16H,7-9,13H2,1-2H3,(H,30,32)(H,27,28,29)/b4-3+/t16-/m0/s1 checkY
  • Key:ULXXDDBFHOBEHA-CWDCEQMOSA-N checkY
  (verify)

ଆଫାଟିନିବ, ଅନ୍ୟମାନଙ୍କ ମଧ୍ୟରେଏକ ବେପାର ନାମ ଗିଲୋଟ୍ରିଫ୍, ହେଉଛି ଏକ ଔଷଧ ଯାହା ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ମୁଖ୍ୟତଃ ଏକ ଅଣ-ପ୍ରତିରୋଧକ ଏପିଡର୍ମାଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) ମ୍ୟୁଟେସନ୍ ସହିତ ଆଗେଇ ଯାଇଥିବା ରୋଗରେ ବ୍ୟବହୃତ ହୁଏ । [୧] ଏହା ପାଟିରେ ଦିଆଯାଏ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ, ପାଟି ପ୍ରଦାହ, ଶୁଷ୍କ ଚର୍ମ, ବାନ୍ତି, ଏବଂ ଗଲୁ ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟରସ୍ଟିସିଆଲ୍ ଫୁସଫୁସ ରୋଗ, ଯକୃତ ସମସ୍ୟା, ଜଠରାନ୍ତ୍ର ଛିଦ୍ର, ଏବଂ କର୍ଣ୍ଣିଆ ପ୍ରଦାହ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୧] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର ଯାହା ପ୍ରୋଟିନର ଏରବିବି ପରିବାରକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [୨] [୩]

୨୦୧୩ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା[୧][୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ତାଲିକାରରେ ଏହାର ନାମ ଏର୍ଲୋଟିନିବ ବିନିମୟରେ ଅଛି ।[୪] ଯୁକ୍ତରାଜ୍ୟରେ ୪ ସପ୍ତାହ ଖର୍ଚ୍ଚର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨,୦୦୦ ପାଉଣ୍ଡ ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୯,୮୦୦ ଡଲାର ଅଟେ । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Gilotrif (afatinib) tablet, film coated". DailyMed. Boehringer Ingelheim Pharmaceuticals, Inc. 18 October 2019. Archived from the original on 2 February 2014. Retrieved 4 November 2020.
  2. ୨.୦ ୨.୧ "Giotrif". Archived from the original on 22 November 2021. Retrieved 13 January 2022.
  3. "Afatinib Monograph for Professionals". Drugs.com (in ଇଂରାଜୀ). Archived from the original on 10 December 2021. Retrieved 13 January 2022.
  4. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 1011. ISBN 978-0857114105.
  6. "Gilotrif Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 January 2021. Retrieved 13 January 2022.