ଆଫସାନା ମିମି

ଉଇକିପିଡ଼ିଆ‌ରୁ
ଆଫସାନା ମିମି
আফসানা মিমি
Born (1968-12-20) ୨୦ ଡିସେମ୍ବର ୧୯୬୮ (ବୟସ ୫୫)
Nationalityବଙ୍ଗଳାଦେଶୀ
Educationଇଂରାଜୀ ସାହିତ୍ୟ
Alma materଢାକା ବିଶ୍ୱବିଦ୍ୟାଳୟ
Occupation(s)ଅଭିନେତ୍ରୀ, ମଡେଲ୍, କାହାଣୀକାର, ଦୂରଦର୍ଶନ ନିର୍ଦ୍ଦେଶିକା
Years active୧୯୯୦-ଏବେଯାଏଁ
Spouseଗାଜି ରକୟେଟ୍ (୧୯୯୫–୧୯୯୬)

ଆଫସାନା ମିମି (ଜନ୍ମ: ୨୦ ଡିସେମ୍ବର ୧୯୬୮)[୧][୨] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ଏବଂ ନିର୍ଦ୍ଦେଶକ ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମିମି ସେତେବେଳର ପୂର୍ବ ପାକିସ୍ଥାନଢାକାଠାରେ ହୋଲି ଫ୍ୟାମିଲି ହସ୍ପିଟାଲରେ ୨୦ ଡିସେମ୍ବର ୧୯୬୮ରେ ଜନ୍ମଗ୍ରହଣ କରିଥିଲେ।[୧]

ଅଭିନୟ ଜୀବନ[ସମ୍ପାଦନା]

ମିମି ପ୍ରଥମେ ନାଗରିକ ନାଟ ସମ୍ପ୍ରଦାୟ ନାମକ ଏକ ଥିଏଟର ଗ୍ରୁପ୍‌ରେ କାମ କରିବା ଆରମ୍ଭ କରିଥିଲେ ।[୨] ୨୦୧୧ ମସିହାରେ ସେ ଥିଏଟରରେ କାମ କରିବା ବନ୍ଦ କରିଥିଲେ; ତାଙ୍କ ଅଭିନୀତ ଶେଷ ନାଟକ ଥିଲା ପ୍ରାଚ୍ୟାନଟସ୍ ରାଜା ଏବଂ ଓନ୍ନାନ୍ନୋ ।[୪] ୧୯୯୦ ମସିହାରେ ସେ ବଙ୍ଗଳା ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଦୂରଦର୍ଶନ ଡ୍ରାମା ଥିଲା କୋଥାଉ କେଉ ନେଇ ।[୫]

ମିମି ୨୦୦୦ ମସିହାରେ ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରବେଶ କରିଥିଲେ ।[୫] କଶେର ମନୁଷ ନାମକ ଏକ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସେ ।[୬] ସେ ଏଟିଏନ୍ ନ୍ୟୁଜ୍‌ର ନୋଷ୍ଟାଲ୍‌ଜିଆ ନାମକ ଏକ ରୋଷି ଭିତ୍ତିକ କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୫]

ମିମି ଇଚ୍ଛେତୋଲା ନାମକ ଏକ ସାଂସ୍କୃତି କେନ୍ଦ୍ରର ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ କରିଥିଲେ ।[୪]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ନଦୀର ନାମ ମଧୁମିତା (୧୯୯୬)
  • ଚିତ୍ର ନଦୀର ପାରେ (୧୯୯୯)
  • ପ୍ରିୟତମେଷୁ (୨୦୦୯)

ଦୂରଦର୍ଶନ ଧାରାବାହିକ[ସମ୍ପାଦନା]

  • କୋଥାଉ କେଉ ନେଇ (୧୯୯୦)[୭]
  • ନୋକ୍ଷତ୍ରେର ରାତ (୧୯୯୫)
  • କୋଥା ଦିଲାମ (୧୯୯୮)
  • ବଧନ (୧୯୯୬)
  • ସେଇ ମୟେତି
  • ପୌନ ପୁନିକ
  • ନାଟର ଗୁରୁ
  • ବିପୋରିତେ ହିଟ୍
  • ହାଉସ୍‌ୱାଇଫ୍
  • ଲକେଟ୍
  • ସବୁଜସାଥୀ

ନିର୍ଦ୍ଦେଶନା[ସମ୍ପାଦନା]

  • ଡଲ୍‌ସ୍ ହାଉସ୍ (୨୦୦୭-୨୦୦୯)[୮]
  • ପଉଷ ଫଗୁଣେର ପାଲା (୨୦୧୨)[୯]
  • ସମାସନ୍ତରାଳ[୧୦]
  • ବିପରୀତ[୧୦]
  • ନୈରିତ [୧୦]
  • ବହ୍ନି[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ Shah Alam Shazu (December 20, 2016). "Afsana Mimi has a special birthday tradition". The Daily Star. Retrieved February 20, 2017.
  2. ୨.୦ ୨.୧ "Birthday celebrations for Mimi and Nobel". Priyo News. December 20, 2011. Archived from the original on December 22, 2015. Retrieved October 17, 2015.
  3. "Bipasha, Shomi & Mimi… Where do they stand now?". The Daily Star. September 28, 2013.
  4. ୪.୦ ୪.୧ "Afsana Mimi's hopes for Ichchhetola". The Daily Star (in ଇଂରାଜୀ). 2018-10-30. Retrieved 2019-11-20.
  5. ୫.୦ ୫.୧ ୫.୨ "AFSANA MIMI". The Daily Star (in ଇଂରାଜୀ). 2014-08-16. Retrieved 2019-11-20.
  6. সবকিছুর বাজেট বাড়ে অথচ নাটকের বাজেট কমে. The Daily Star (in Bengali). 2019-11-19. Retrieved 2019-11-20.
  7. Mohammad Zahidul Islam (August 16, 2014). "Afsana Mimi". The Daily Star. Retrieved October 17, 2015.
  8. "Afsana Mimi's directorial venture with Shajal after a decade". The Daily Star (in ଇଂରାଜୀ). 2019-06-29. Retrieved 2019-11-20.
  9. "'Poush Faguner Pala' tonight on ATN Bangla". Priyo News. March 14, 2012. Archived from the original on January 22, 2016. Retrieved October 17, 2015.
  10. ୧୦.୦ ୧୦.୧ ୧୦.୨ ୧୦.୩ "Afsana Mimi's latest projects". The Daily Star (in ଇଂରାଜୀ). 2019-07-10. Retrieved 2019-11-20.

ବାହାର ଆଧାର[ସମ୍ପାଦନା]