Jump to content

ଆନାଗ୍ରେଲାଇଡ

ଉଇକିପିଡ଼ିଆ‌ରୁ
ଆନାଗ୍ରେଲାଇଡ
Clinical data
Trade namesAgrylin, Xagrid, others
AHFS/Drugs.commonograph
MedlinePlusa601020
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    Pharmacokinetic data
    MetabolismLiver, partially through CYP1A2
    Elimination half-life1.3 hours
    ExcretionUrine (<1%)
    Identifiers
    • 6,7-dichloro-1,5-dihydroimidazo
      (2,1-b)quinazolin-2(3H)-one
    ECHA InfoCard100.317.113 Edit this at Wikidata
    Chemical and physical data
    FormulaC10H7Cl2N3O
    Molar mass୨୫୬.୦୯ g·mol−1
    3D model (JSmol)
    • Clc1ccc3c(c1Cl)CN2/C(=N\C(=O)C2)N3
    • InChI=1S/C10H7Cl2N3O/c11-6-1-2-7-5(9(6)12)3-15-4-8(16)14-10(15)13-7/h1-2H,3-4H2,(H,13,14,16) checkY
    • Key:OTBXOEAOVRKTNQ-UHFFFAOYSA-N checkY
      (verify)

    ଆନାଗ୍ରେଲାଇଡ, ଏକ ବେପାର ନାମ ଆଗ୍ରିଲିନ୍, ହେଉଛି ଏକ ଔଷଧ ଯାହା ଏସେନସିଅଲ ଥ୍ରୋମ୍ବୋସାଇଟୋସିସ କିମ୍ବା ଅନ୍ୟାନ୍ୟ ମାଇଲୋପ୍ରୋଲିଫରେଟିଭ୍ ରୋଗମାନଙ୍କରେ ଉଚ୍ଚ ପ୍ଲାଲେଟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଯେତେବେଳେ ଅନ୍ୟ ଚିକିତ୍ସା ପ୍ରଭାବଶାଳୀ କିମ୍ବା ସହ୍ୟ ହୁଏ ନାହିଁ ସେତେବେଳେ ଏହା ବ୍ୟବହୃତ ହୁଏ । [] ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଦୃତ ହୃଦ୍‌ଗତି, ତରଳ ଝାଡ଼ା, ଦୁର୍ବଳତା, ଫୁଲା, ଅଇ, ଅଣନିଶ୍ୱାସ, ଗଲୁ ଏବଂ ବୁକୁଜ୍ୱାଳା ହୋଇପାରେ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆରିଥମିଆସ୍, କ୍ୟୁଟି ବିସ୍ତାର, ରକ୍ତସ୍ରାବ ଏବଂ ଇଣ୍ଟରସ୍ଟିସିଆଲ୍ ବୃକ୍‌କ ପ୍ରଦାହ ହୋଇପାରେ। [] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, ଅନ୍ୟ ପ୍ରାଣୀମାନଙ୍କର କ୍ଷତି ହେବାର ପ୍ରମାଣ ରହିଛି। [] ଏହା ଏକ ଥ୍ରୋମ୍ବୋସିସ ବିରୋଧୀ ବା ଆଣ୍ଟିଥ୍ରୋମ୍ବୋଟିକ୍ ଔଷଧ । []

    ୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୪ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଆନାଗ୍ରେଲାଇଡ ଅନୁମୋଦିତ ହୋଇଥିଲା। [] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଜ୍ୟରେ ୫୦୦ ମାଇକ୍ରୋଗ୍ରାମର ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £ ୪୦୦ ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୨ ଡଲାର ଅଟେ। []

    1. 1 2 3 "Anagrelide Monograph for Professionals". Drugs.com (in ଇଂରାଜୀ). Archived from the original on 25 February 2021. Retrieved 14 January 2022.
    2. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 1079. ISBN 978-0857114105.
    3. 1 2 "Anagrelide". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Retrieved 14 January 2022.
    4. "DailyMed - ANAGRELIDE capsule". dailymed.nlm.nih.gov. Archived from the original on 24 March 2021. Retrieved 14 January 2022.
    5. "Xagrid". Archived from the original on 6 May 2021. Retrieved 14 January 2022.
    6. "Anagrelide Prices, Coupons & Savings Tips - GoodRx". GoodRx. Retrieved 14 January 2022.