Jump to content

ଆନାକିନରା

ଉଇକିପିଡ଼ିଆ‌ରୁ
ଆନାକିନରା
Clinical data
Trade namesKineret
AHFS/Drugs.commonograph
MedlinePlusa602001
data
Pregnancy
category
    Routes of
    administration
    Subcutaneous
    Legal status
    Legal status
    Pharmacokinetic data
    Bioavailability95%
    MetabolismPredominantly kidney
    Elimination half-life4-6 hrs
    Identifiers
    • Recombinant human Interleukin-1 receptor antagonist protein; syn. N2-l-methionyl-interleukin 1 receptor antagonist (human isoform x reduced)
    Chemical and physical data
    FormulaC759H1186N208O232S10
    Molar mass୧୭,୨୫୭.୬୬ g·mol−1
      (verify)

    ,

    ଆନାକିନରା, ଏକ ବିକ୍ରୟ ନାମ କିନାରେଟ୍ ହେଉଛି ରିଉମାଟଏଡ ଆର୍ଥ୍ରାଇଟିସ୍, କ୍ରିଓପାଇରିନ-ଜଡିତ ପିରିଓଡିକ ସିଣ୍ଡ୍ରୋମ, ପାରିବାରିକ ଭୂମଧ୍ୟସାଗରୀୟ ଜ୍ୱର ଏବଂ ସ୍ଟିଲସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [] ଏହା ଅମ୍ଳଜାନ ଚିକିତ୍ସା ଆବଶ୍ୟକ କରୁଥିବା କୋଭିଡ-୧୯ ଲୋକମାନଙ୍କଠାରେ ମଧ୍ୟ ବ୍ୟବହୃତ ହୁଏ ।| [] ଏହା ଚର୍ମ ତଳେ ଇଞ୍ଜେକ୍ସନ୍ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ଦିଆଯାଇଥିବା ସ୍ଥାନରେ ଯନ୍ତ୍ରଣା, ଉପର ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡବିନ୍ଧା, ଅଇ, ଗଣ୍ଠି ଯନ୍ତ୍ରଣା ଏବଂ ଜ୍ୱର ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ ମଧ୍ୟ ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଇଣ୍ଟରଲୁକିନ୍ ୧ ରିସେପ୍ଟର ଆଣ୍ଟାଗୋନାଷ୍ଟ ପ୍ରୋଟିନର ଏକ ରିକମ୍ବିନାଣ୍ଟ ସଂସ୍କରଣ ଯାହା ଇଣ୍ଟରଲୁକିନ୍ ୧ର ପ୍ରଭାବକୁ ଅବରୋଧ କରିଥାଏ ।[] []

    ୨୦୦୧ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆନାକିନରା ଅନୁମୋଦନ କରାଯାଇଥିଲା । [] [] ଯୁକ୍ତରାଜ୍ୟରେ ଏହାର ଏକ ସପ୍ତାହ ଖର୍ଚ୍ଚର ମୂଲ୍ୟ ୧୮୦ ପାଉଣ୍ଡ । [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧,୨୫୦ ଡଲାର ଅଟେ । []

    1. "UK Anakinra label". UK Electronic Medicines Compendium. 5 October 2017. Archived from the original on 23 March 2018. Retrieved 23 March 2018.
    2. "US Anakinra label" (PDF). FDA. May 2016. Archived (PDF) from the original on 17 February 2017. Retrieved 23 March 2018. For label updates see FDA index page for BLA 103950 Archived 2021-03-22 at the Wayback Machine.
    3. 1 2 3 4 5 6 "Kineret". Archived from the original on 21 July 2021. Retrieved 14 January 2022.
    4. 1 2 3 4 5 "DailyMed - KINERET- anakinra injection, solution". dailymed.nlm.nih.gov. Archived from the original on 23 July 2021. Retrieved 14 January 2022.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 1148. ISBN 978-0857114105.
    6. "Kineret Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 December 2021. Retrieved 14 January 2022.