ଆଣ୍ଡ୍ରଏଡ଼

ଉଇକିପିଡ଼ିଆ ରୁ
(ଆଣ୍ଡ୍ରଏଡ ରୁ ଲେଉଟି ଆସିଛି)
Jump to navigation Jump to search
ଆଣ୍ଡ୍ରଏଡ଼
Android robot.svg Android logo.png
Android 4.3 Jelly Bean on Nexus.png
Android 4.3 "Jelly Bean" on Nexus
କମ୍ପାନୀ / ସଫ୍ଟୱେର ଗଢ଼ାଳିGoogle Inc, Open Handset Alliance, Android (operating system)#Android Open Source Project
ପ୍ରଗ୍ରାମ କେଉଁଠି କରାଯାଇଛି:କୋଟଲିନ,C (core),[୧] Java (UI), C++
OS ପରିବାରLinux
କାମର ସ୍ଥିତିCurrent
ସ୍ରୋତ ମଡ଼େଲOpen Source
ଆରମ୍ଭ ସଂସ୍କରଣସେପ୍ଟେମ୍ବର 20, 2008 (2008-09-20)
Latest stable release୮.୦ (ଓରିଓ) / ଅଗଷ୍ଟ ୨୧ ୨୦୧୭
ନଗଦ ଅସ୍ଥିର ସଙ୍କଳନ୮.୧
ପ୍ୟାକେଜ ମ୍ୟାନେଜରGoogle Play / APK
ସହାୟକ ପ୍ଲାଟଫର୍ମARM, MIPS,
କର୍ନେଲ ପ୍ରକାରMonolithic (modified Linux kernel)
ଡିଫଲ୍ଟ ଇଉଜର ଇଣ୍ଟରଫେସGraphical
ଲାଇସେନ୍ସApache License 2.0
Linux kernel patches under GNU GPL v2[୨]
ୱେବସାଇଟandroid.com

ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ (IPA:/ˈændrɔɪd/)ଲିନକ୍ସ ଉପରେ ଆଧାରିତ ଏକ ମୋବାଇଲ ସଫ୍ଟୱେର । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ ଗୁଗୁଲ କରିଥିଲା ଏବଂ ତା ପରେ ୨୦୦୭ରେ ଓପନ ହାଣ୍ଡସେଟ ଆଲାଏନ୍ସ ଏହାକୁ ଆଗକୁ ବଢାଇଥିଲା ।

ଇତିହାସ[ସମ୍ପାଦନା]

thumb|ଆଧୁନିକ ଆଣ୍ଡ୍ରଏଡ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋଠାରେ ଆଣ୍ଡ୍ରଏଡ, Inc.ର ଉତ୍ପତ୍ତି ହେଇଥିଲା । ଏହା ପ୍ରଥମେ 1.3 ସଂସ୍କରଣରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା ।

  • ୨.୨ ଫ୍ରୋୟୋ
  • ୨.୩ ଜିଙ୍ଗରବ୍ରେଡ
  • ୩.୦ ହନିକମ୍ବ
  • ୩.୧ ହନିକମ୍ବ,
  • ୩.୨ହନିକମ୍ବ,
  • ୪.୦ ଆଇସ କ୍ରିମ-ସାଣ୍ଡବିଚ,
  • ୪.୧ ଜେଲିବିନ୍
  • ୪.୪ କିଟ୍ କାଟ୍
  • ୫.୦ ଲଲିପପ୍
  • ୬.୦ ମାର୍ଶମେଲୋ
  • ୭.୦ ନୋଘଟ
  • ୮.୦ ଓରିଓ

ବିଶେଷତ୍ୱ[ସମ୍ପାଦନା]

  • ହ୍ୟାଣ୍ଡସଟ ଲେ-ଆଉଟ
  • କନେକଟିଭିଟି
  • ମେସେଜ
  • ଏକରୁ ଅଧିକ ଭାଷା
  • ୱେବ ବ୍ରାଉଜର
  • ଜାଭା ସ୍କ୍ରିପ୍ଟ
  • ମିଡିଆ ସପୋର୍ଟ
  • ଷ୍ଟ୍ରିମିଙ୍ଗ ମେଡ଼ିଆ ସପୋର୍ଟ
  • ମଲ୍ଟି ଟଚ
  • ବ୍ଲୁ-ଟୁଥ
  • ଭିଡିଓ କଲିଙ୍ଗ
  • ମଲ୍ଟି-ଟାସ୍କିଙ୍ଗ
  • ଟେଥରିଙ୍ଗ
  • ସ୍କ୍ରିନ କ୍ୟାପଚର
  • ଏକ୍ସଟ୍ରନାଲ ମେମୋରି ଷ୍ଟୋରେଜ

ଆଧାର[ସମ୍ପାଦନା]

  1. "What is Android?". Android Developers. Google. Retrieved 2012-04-22.
  2. "Licenses". Android Open Source Project. Google. Retrieved 2012-02-20.