ଆକିରୋରାପ୍ଟର୍

ଉଇକିପିଡ଼ିଆ‌ରୁ
ଆକିରୋରାପ୍ଟର୍
ଜୀବାଶ୍ମ କାଳ: Late Cretaceous, 66 Ma
Restoration
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ଡାଇନୋସରିଆ
ଗୋଷ୍ଠୀ: ଥେରୋପୋଡ଼ା
Family: Dromaeosauridae
Clade: Eudromaeosauria
Subfamily: Velociraptorinae
Genus: Acheroraptor
Evans et al., 2013

ଆକିରୋରାପ୍ଟର୍ (Acheroraptor) ଡ୍ରୋମିଓସୌରିଡ଼ ଥେରୋପୋଡ ଡାଇନୋସରମାନଙ୍କର ଏକ ବିଲୁପ୍ତ ଜାତି ଅଟେ ।[୧] ଏହା ଯୁକ୍ତରାଷ୍ଟ୍ର ଆମେରିକାର ମୋଣ୍ଟାନାଠାରେ ମାଷ୍ଟ୍ରିକ୍‌ସାନ୍ ହେଲ୍ କ୍ରିକ୍ ଫର୍ମେସନ୍ ଅବସ୍ଥାରେ ମିଳିଥିଲା । ଏହାର ଏକ ମାତ୍ର ପ୍ରଜାତି ହେଉଛି Acheroraptor temertyorumA. temertyorum ବର୍ତ୍ତମାନ ସୁଦ୍ଧା ଜଣାଥିବା ଏହାର ସବୁଠାରୁ କନିଷ୍ଠ ପ୍ରଜାତି । ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା ।

ଆବିଷ୍କାର ଓ ନାମକରଣ[ସମ୍ପାଦନା]

Known material

David C. Evans, Derek W. Larson ଏବଂ Philip J. Currie ୨୦୧୩ ମସିହାରେ ଆକିରୋରାପ୍ଟରର ନାମକରଣ କରିଥିଲେ ଏବଂ ପ୍ରଜାତିଟିର ନାମ ଥିଲା Acheroraptor temertyorum । ଏହି ଜେନେରିକ୍ ନାମ (Acheroraptor) ପ୍ରାଚୀନ ଗ୍ରୀକଲାଟିନ ଶବ୍ଦରୁ ଆସିଛି । ଗ୍ରୀକ ଶବ୍ଦ Ἀχέρων ବା Acheronମାନେ "underworld" (ଏହି Hell Creek Formation ସହ ସମ୍ପର୍କ ଯୋଗୁଁ ), ଏବଂ ଲାଟିନ ଶବ୍ଦ raptorମାନେ "thief" ବା "ଚୋର" । ସ୍ପେସିଫିକ୍ ନାମ (temertyorum), James ଓ Louise Temertyଙ୍କ ସମ୍ମାନାର୍ଥେ ରଖାଯାଇଛି । ଜେମ୍‌ସ୍ ଟିମିର୍ଟୀ, ନର୍ଥ୍‌ଲ୍ୟାଣ୍ଡ ପାୱାରର ଚେୟାରମ୍ୟାନ ଓ ରୟାଲ୍ ଓଣ୍ଟାରୀଓ ମ୍ୟୁଜିଅମ୍‌ର ଗଭର୍ଣ୍ଣର, ଏବଂ ଲାଉସି ଟିମିର୍ଟୀ, ତାଙ୍କ ପତ୍ନୀ, ଏହି ସଂଗ୍ରହାଳୟଟିକୁ ବହୁବର୍ଷ ଧରି ସାହାଯ୍ୟ ଓ ସହଯୋଗ କରିଆସିଥିଲେ ।[୨]

ଶ୍ରେଣୀ ବିଭାଗ[ସମ୍ପାଦନା]

ନିମ୍ନୋକ୍ତ cladogramଟି Acheroraptorର phylogenetic position ଦର୍ଶାଉଛି ।[୨]

Dromaeosauridae 

Mahakala omnogovae


 Unenlagiinae 

Rahonavis ostromi




Austroraptor cabazai



Buitreraptor gonzalezorum



Neuquenraptor argentinus



Unenlagia paynemili



Unenlagia comahuensis





 Microraptoria 

Graciliraptor lujiatunensis



Hesperonychus elizabethae



Microraptor



Shanag ashile



Sinornithosaurus millenii



 Eudromaeosauria 


Bambiraptor feinbergi



Saurornitholestes langstoni






Atrociraptor marshalli



Deinonychus antirrhopus




 Dromaeosaurinae 

Achillobator giganticus



Balaur bondoc



Dromaeosaurus albertensis



Utahraptor ostrommaysorum



 Velociraptorinae 

IGM 100/23= ?Adasaurus




Acheroraptor temertyorum




Velociraptor mongoliensis




Adasaurus mongoliensis



Tsaagan mangas



Velociraptor osmolskae











ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Olshevsky, G. (1995 onwards). Dinosaur Genera List Archived 2011-07-15 at the Wayback Machine.. Retrieved February 24, 2014.
  2. ୨.୦ ୨.୧ Evans, D. C.; Larson, D. W.; Currie, P. J. (2013). "A new dromaeosaurid (Dinosauria: Theropoda) with Asian affinities from the latest Cretaceous of North America". Naturwissenschaften. doi:10.1007/s00114-013-1107-5.

ବାହାର ଲିଙ୍କ[ସମ୍ପାଦନା]