ଅହମଦାବାଦ କାଳୀ ବାଡ଼ି
ଅହମଦାବାଦ କାଳୀ ବାଡ଼ି | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଅହମଦାବାଦ |
ଦେବାଦେବୀ | କାଳୀ |
Location | |
ସ୍ଥାନ | ଅହମଦାବାଦ |
State | ଗୁଜରାଟ |
Country | ଭାରତ |
ଭୌଗଳିକ ଅବସ୍ଥିତି | 23°02′08.39″N 72°28′54.19″E / 23.0356639°N 72.4817194°E |
Architecture | |
Type | ବଙ୍ଗାଳୀ ସ୍ଥାପତ୍ୟ (Bengal architecture) |
Completed | 2014 |
Website | |
ahmedabadkalibari |
ଅହମଦାବାଦ କାଳୀ ବାଡ଼ି (ଗୁଜରାଟୀ: અમદાવાદ કાલી બારી, ବଙ୍ଗଳା: আহমেদাবাদ কালী বাড়ি, Devnagari: अहमदाबाद काली बारी) ଏକ ହିନ୍ଦୁ ମନ୍ଦିର ଯାହା ଦେବୀ କାଳୀଙ୍କୁ ଉତ୍ସର୍ଗ କରାଯାଇଛି । ଏହା ଭାରତର ଅହମଦାବାଦରେ ଏକ ବଙ୍ଗଳା ସଂସ୍କୃତି (Bengali Culture) କେନ୍ଦ୍ର ରୂପେ ପରିଚିତ । ପଶ୍ଚିମ ଅହମଦାବାଦର କାଳୀ ବାଡ଼ି ରୋଡ଼ରେ ୨୦୧୪ ମସିହାରେ ଏହି ମନ୍ଦିର ପ୍ରତିଷ୍ଠିତ ହୋଇଥିଲା ।
ଇତିହାସ
[ସମ୍ପାଦନା]ଅହମଦାବାଦର ସାଂସ୍କ୍ରୁତିକ ସଂଘ ଏହି ମନ୍ଦିରକୁ ୨୦୧୪ମସିହାରେ ତିଆରି କରେଇଥିଲେ ଯାହା ଗୁଜରାଟର ସବୁଠାରୁ ପୁରାତନ ଅନୁଷ୍ଠନ ଅଟେ ।[୧]
ଦୂର୍ଗା ପୂଜା ନିମନ୍ତେ ଏହି ମନ୍ଦିର ପରିଚିତ ଓ ପ୍ରତିବର୍ଷ ମନ୍ଦିର ସଂଲଗ୍ନ ପଡ଼ିଆରେ ଏହି ପୂଜା ଅନୁଷ୍ଠିତ ହୁଏ ।[୨][୩] ପ୍ରାୟ ୮୦ ବର୍ଷ ପୂର୍ବେ ଏହି ମନ୍ଦିର ପରିଚାଳନା ଗୋଷ୍ଠୀ ଅହମଦାବାଦର ପ୍ରଥମ ଦୁର୍ଗା ପୂଜା ପାଳନ କରିଥିଲେ ।[୪] ୨୦୨୨ ମସିହାରେ ଏହା ୮୫ ତମ ଦୂର୍ଗା ପୂଜା ପାଳନ କରିଥିଲେ ।[୫]
ସ୍ଥାପତ୍ୟ
[ସମ୍ପାଦନା]ପାରମ୍ପରିକ ବଙ୍ଗାଳୀ କୁଟୀର ଶୈଳୀର ଉପମାରେ ଓ ବଙ୍ଗାଳୀ ସ୍ଥାପତ୍ୟ ଅନୁସାରେ ଏହି ମନ୍ଦିର ତିଆରି ହୋଇଥିଲା । ମନ୍ଦିରର ମୂଳ କୋଠା ବଙ୍ଗାଳୀ ସ୍ଥାପତ୍ୟର (Bengal architecture) ଏକ ଉଦାହରଣ ଯାହା ପାରମ୍ପରିକ ବଙ୍ଗାଳୀ କୁଟୀର ଶୈଳୀରେ ତିଆରି ହୋଇଛି ।[୧]
ଗ୍ୟାଲେରି
[ସମ୍ପାଦନା]-
ଖ୍ୟାତିର ପ୍ରାଚୀର (ଡିସେମ୍ବର ୨୦୨୧)
-
ଗୋଷ୍ଠୀ ପଡ଼ିଆ (ଉତ୍ତର ଦିଗର ଦୃଶ୍ୟ) (ଡିସେମ୍ବର ୨୦୨୧)
-
ଶିବ ମନ୍ଦିର (ଡିସେମ୍ବର ୨୦୨୧)
-
ଅହମଦାବାଦ କାଳୀ ବାଡି (ନଭେମ୍ବର ୨୦୨୧)
-
ଅହମଦାବାଦ କାଳୀ ବାଡ଼ିର ଦେବୀ କାଳୀ (ଡିସେମ୍ବର ୨୦୧୯)
-
ଅଗଣା (ଜାନୁଆରୀ ୨୦୧୯)
-
ମନ୍ଦିର ପାହାଚ (ଜାନୁଆରୀ ୨୦୧୯)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Kalibari opens to all". The Times of India (in ଇଂରାଜୀ). March 4, 2014. Retrieved 2021-12-05.
- ↑ "Ahmedabad: Bengali culture and cuisine delight on Durga Ashtami". The Times of India (in ଇଂରାଜୀ). October 6, 2019. Retrieved 2021-12-05.
- ↑ "Durga Puja festivities begin in Ahmedabad". The Times of India (in ଇଂରାଜୀ). October 4, 2019. Retrieved 2021-12-05.
- ↑ Nair, Avinash (2019-10-03). "Ahmedabad: Non-veg delicacies back on menu for Durga Puja this year". The Indian Express (in ଇଂରାଜୀ). Retrieved 2022-11-09.
- ↑ Bhatt, Megha (10 September 2022). "Bengalis all set for Kolkata-like Durga Puja celebrations". Ahmedabad Mirror (in ଇଂରାଜୀ). Retrieved 2022-11-09.