ଅର୍ଜୁନ ଅଶୋକନ

ଉଇକିପିଡ଼ିଆ‌ରୁ
ଅର୍ଜୁନ ଅଶୋକନ
ଜନ୍ମ (1992-08-24) ୨୪ ଅଗଷ୍ଟ ୧୯୯୨ (ବୟସ ୩୧)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ
ବୈବାହିକ-ସାଥୀନିକିତା ଗଣେଶନ[୧]
ପିତାମାତାs
  • ହରିଶ୍ରୀ ଅଶୋକନ (father)
  • ପ୍ରୀତ (mother)

ଅର୍ଜୁନ ଅଶୋକନ (ଜନ୍ମ: ୨୪ ଅଗଷ୍ଟ ୧୯୯୨)[୨] ଜଣେ ଭାରତୀୟ ଅଭିନେତା, ଯିଏକି ମୁଖ୍ୟତଃ ମାଲାୟଲମ୍ ଭାଷାର କଥାଚିତ୍ରରେ କାମ କରନ୍ତି । ସେ ଅଭିନେତା ହରିଶ୍ରୀ ଅଶୋକନଙ୍କ ପୁଅ । ଅଭିନୟ ଜୀବନର ପ୍ରଥମରୁ ସେ ପରବା, ବି. ଟେକ୍, ଜୁନ୍ , ଭାରତନ୍, ଉଣ୍ଡା, ସୁପର ଶରଣ୍ୟା ଏବଂ ଏନ୍ ଇଣ୍ଟରନ୍ୟାସନାଲ୍ ଲୋକାଲ୍ ଷ୍ଟୋରୀ ଆଦି କଥାଚିତ୍ରରେ କାମ କରିଥିଲେ ।

୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରୋମାଞ୍ଚମ୍ ଏବଂ ପ୍ରଣୟ ବିଳାସମ୍ ଜରିଆରେ ସେ ଜନପ୍ରିୟତା ପାଇଥିଲେ ।[୩][୪]

ଅଭିନୟ ଜୀବନ[ସମ୍ପାଦନା]

ଅର୍କୁଟ ଓରୁ ଓରମକୁଟ କଥାଚିତ୍ର ଜରିଆରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫] ତାଙ୍କ ଅଭିନୟ ପାଇଁ ଟାଇମ୍ସ ଅଫ୍ ଇଣ୍ଡିଆ ତାଙ୍କୁ ପ୍ରସଂଶା କରିଥିଲା ।[୬]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୨୦୧୮ ମସିହାରେ ସେ ନିଖିତା ଗଣେଶଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ଝିଅ ଅଛନ୍ତି ।[୭]

ଆଧାର[ସମ୍ପାଦନା]

  1. "ഹരിശ്രീ അശോകന്റെ മകനും നടനുമായ അർജുൻ വിവാഹിതനായി". The Indian Express. 2 December 2018. Retrieved 2 February 2020.
  2. "Did you know about these facts about birthday boy actor Arjun Ashokan". Zee 5. 24 August 2020.
  3. Menon, Neelima (2023-10-03). "From Parava to Romancham: The on-screen evolution of actor Arjun Ashokan". The News Minute (in ଇଂରାଜୀ). Retrieved 2023-12-02.
  4. "Arjun Ashokan's birthday bash gets legendary with Mammootty". The Times of India. 2023-08-25. ISSN 0971-8257. Retrieved 2023-10-06.
  5. "My dad was very supportive: Arjun Ashokan". The New Indian Express. 4 May 2018. Retrieved 2 February 2020.
  6. Mathews, Anna (15 February 2019). "June Movie Review". The Times of India. Retrieved 2 February 2020.
  7. "Arjun Ashokan and wife Nikhita welcome their first child! - Times of India". The Times of India.

ବାହାର ଲିଙ୍କ୍[ସମ୍ପାଦନା]