ଅରୁଣ ଆଲେକ୍‌ଜାଣ୍ଡର୍

ଉଇକିପିଡ଼ିଆ‌ରୁ
ଅରୁଣ ଆଲେକ୍‌ଜାଣ୍ଡର୍
ଜନ୍ମ(1973-10-14)୧୪ ଅକ୍ଟୋବର ୧୯୭୩
ମୃତ୍ୟୁ୨୮ ଡିସେମ୍ବର ୨୦୨୦(2020-12-28) (ବୟସ ୪୭)
ଚେନ୍ନାଇ, ତାମିଲ ନାଡ଼ୁ, ଭାରତ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୧୪ – ୨୦୨୦

ଅରୁଣ ଆଲେକ୍‌ଜାଣ୍ଡର୍ (୧୪ ଅକ୍ଟୋବର ୧୯୭୩[୧] - ୨୮ ଡିସେମ୍ବର ୨୦୨୦) ଜଣେ ଭାରତୀୟ ଅଭିନେତା ତଥା ତାମିଲ ଭାଷା କଥାଚିତ୍ର ପାଇଁ ଜଣେ ଡବିଂ କଳାକାର ଥିଲେ । ସେ ମାନାଗରମ, ବିଗିଲ, କୋଲାମାବୁ କୋକିଲା, କୈଥି, ମାଷ୍ଟର, ଡକ୍ଟର୍ ଭଳି ଜଣାଶୁଣା ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ । ଏଥିସହିତ ସେ ଟ୍ରାନ୍ସଫରମର୍: ଏଜ୍ ଅଫ୍ ଏକ୍ସଟିନ୍‌ସନ୍‌ରେ ଅପ୍ଟିମସ୍ ପ୍ରାଇମ୍ ଓ ଦ ଜଙ୍ଗଲ୍ ବୁକ୍‌ରେ ବାଲୁ ଚରିତ୍ର ପାଇଁ ତାମିଲ୍ ଭାଷାର ଡବିଂ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

୨୦୨୦ ମସିହାର ଡିସେମ୍ବର ୨୮ ତାରିଖରେ ସେ ହୃଦ୍‌ଘାତ ଯୋଗୁଁ ମୃତ୍ୟବରଣ କରିଥିଲେ ।[୨] ତାଙ୍କ ସମ୍ମାନାର୍ଥେ ତାମିଲ କଥାଚିତ୍ର ମାଷ୍ଟର୍ ଏବଂ ଡକ୍ଟର ତାଙ୍କୁ ଉତ୍ସର୍ଗ କରାଯାଇଥିଲା ।[୩]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଅଭିନେତା[ସମ୍ପାଦନା]

  • ସବାରୀ (୨୦୧୬)
  • ମାନାଗରମ (୨୦୧୭)
  • କୋଲାମାବୁ କୋକିଲା (୨୦୧୮)
  • କୈଥି (୨୦୧୯)
  • ବିଗିଲ୍ (୨୦୧୯)[୪]
  • ଜାଦା (୨୦୧୯)
  • ଟପ୍‌ଲେସ୍ (୨୦୨୦) (ୱେବ୍ ସିରିଜ୍)
  • ମାଷ୍ଟର୍ (୨୦୨୧)
  • ଦିକ୍କିଲୋନା (୨୦୨୧)
  • ଡକ୍ଟର (୨୦୨୧)[୫]

ଡବିଂ କଳାକାର[ସମ୍ପାଦନା]

  • ଦ ଶୱସଙ୍କ ରେଡିମ୍‌ସନ୍ (୧୯୯୪) - ଆଣ୍ଡି ଡଫରସନ୍
  • ଶେରଲକ୍ ହୋମ୍‌ସ୍ (୨୦୦୯) - ଶେରଲକ୍‌ ହୋମ୍‌ସ୍
  • ଅବତାର (୨୦୦୯)
  • ଥୋର୍ (୨୦୧୧) - ଥୋର୍ ଓଡିନ୍‌ସନ୍
  • ଆଇସ୍ ଏଜ୍: କଣ୍ଟିନେଣ୍ଟାଲ୍ ଡ୍ରିଫ୍ଟ୍ (୨୦୧୨) - ମନି
  • ରିଓ ୨ (୨୦୧୪)
  • ଟ୍ରାନ୍ସଫରମର୍: ଏଜ୍ ଅଫ୍ ଏକ୍ସଟିନସନ୍ (୨୦୧୪) - ଅପ୍ଟିମସ୍ ପ୍ରାଇମ୍
  • କଥାକଲି (୨୦୧୬)
  • ଦ ଜଙ୍ଗଲ୍ ବୁକ୍ (୨୦୧୬) - ବାଲୁ
  • ଆଇଟି: ଚାପ୍ଟର ୧ (୨୦୧୭) - ପେନିୱାଇଜ୍ ଦ ଡ୍ୟାନ୍ସିଂ କ୍ଲାଉନ୍
  • ଆକ୍ୱାମ୍ୟାନ୍ (୨୦୧୮) - ଆକ୍ୱାମ୍ୟାନ୍/ଅର୍ଥର୍ କରି
  • ଆଇଟି: ଚାପ୍ଟର ୨ (୨୦୧୯) - ପେନିୱାଇଜ୍ ଦ ଡ୍ୟାନ୍ସିଂ କ୍ଲାଉନ୍

ଆଧାର[ସମ୍ପାଦନା]

  1. Arun Alexander Bio
  2. Actor and dubbing artiste Arun Alexander dies at 48 in Chennai
  3. "'Doctor' 100 crores at the BO: Director Nelson thanks everyone". Sify. 3 December 2021. Archived from the original on November 3, 2021.
  4. "'Master' actor Arun Alexander passes away due to a heart attack". The Times of India. 29 December 2020.
  5. "Doctor Movie Review: Doctor is a deliciously dark comedy". The Times of India. Archived from the original on 9 October 2021. Retrieved 9 October 2021.

ବାହାର ଲିଙ୍କ୍[ସମ୍ପାଦନା]