ଅରୁଣ ଆଲେକ୍ଜାଣ୍ଡର୍
ଦେଖଣା
ଅରୁଣ ଆଲେକ୍ଜାଣ୍ଡର୍ | |
---|---|
ଜନ୍ମ | |
ମୃତ୍ୟୁ | ୨୮ ଡିସେମ୍ବର ୨୦୨୦ ଚେନ୍ନାଇ, ତାମିଲ ନାଡ଼ୁ, ଭାରତ | (ବୟସ ୪୭)
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୧୪ – ୨୦୨୦ |
ଅରୁଣ ଆଲେକ୍ଜାଣ୍ଡର୍ (୧୪ ଅକ୍ଟୋବର ୧୯୭୩[୧] - ୨୮ ଡିସେମ୍ବର ୨୦୨୦) ଜଣେ ଭାରତୀୟ ଅଭିନେତା ତଥା ତାମିଲ ଭାଷା କଥାଚିତ୍ର ପାଇଁ ଜଣେ ଡବିଂ କଳାକାର ଥିଲେ । ସେ ମାନାଗରମ, ବିଗିଲ, କୋଲାମାବୁ କୋକିଲା, କୈଥି, ମାଷ୍ଟର, ଡକ୍ଟର୍ ଭଳି ଜଣାଶୁଣା ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ । ଏଥିସହିତ ସେ ଟ୍ରାନ୍ସଫରମର୍: ଏଜ୍ ଅଫ୍ ଏକ୍ସଟିନ୍ସନ୍ରେ ଅପ୍ଟିମସ୍ ପ୍ରାଇମ୍ ଓ ଦ ଜଙ୍ଗଲ୍ ବୁକ୍ରେ ବାଲୁ ଚରିତ୍ର ପାଇଁ ତାମିଲ୍ ଭାଷାର ଡବିଂ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]୨୦୨୦ ମସିହାର ଡିସେମ୍ବର ୨୮ ତାରିଖରେ ସେ ହୃଦ୍ଘାତ ଯୋଗୁଁ ମୃତ୍ୟବରଣ କରିଥିଲେ ।[୨] ତାଙ୍କ ସମ୍ମାନାର୍ଥେ ତାମିଲ କଥାଚିତ୍ର ମାଷ୍ଟର୍ ଏବଂ ଡକ୍ଟର ତାଙ୍କୁ ଉତ୍ସର୍ଗ କରାଯାଇଥିଲା ।[୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]ଅଭିନେତା
[ସମ୍ପାଦନା]- ସବାରୀ (୨୦୧୬)
- ମାନାଗରମ (୨୦୧୭)
- କୋଲାମାବୁ କୋକିଲା (୨୦୧୮)
- କୈଥି (୨୦୧୯)
- ବିଗିଲ୍ (୨୦୧୯)[୪]
- ଜାଦା (୨୦୧୯)
- ଟପ୍ଲେସ୍ (୨୦୨୦) (ୱେବ୍ ସିରିଜ୍)
- ମାଷ୍ଟର୍ (୨୦୨୧)
- ଦିକ୍କିଲୋନା (୨୦୨୧)
- ଡକ୍ଟର (୨୦୨୧)[୫]
ଡବିଂ କଳାକାର
[ସମ୍ପାଦନା]- ଦ ଶୱସଙ୍କ ରେଡିମ୍ସନ୍ (୧୯୯୪) - ଆଣ୍ଡି ଡଫରସନ୍
- ଶେରଲକ୍ ହୋମ୍ସ୍ (୨୦୦୯) - ଶେରଲକ୍ ହୋମ୍ସ୍
- ଅବତାର (୨୦୦୯)
- ଥୋର୍ (୨୦୧୧) - ଥୋର୍ ଓଡିନ୍ସନ୍
- ଆଇସ୍ ଏଜ୍: କଣ୍ଟିନେଣ୍ଟାଲ୍ ଡ୍ରିଫ୍ଟ୍ (୨୦୧୨) - ମନି
- ରିଓ ୨ (୨୦୧୪)
- ଟ୍ରାନ୍ସଫରମର୍: ଏଜ୍ ଅଫ୍ ଏକ୍ସଟିନସନ୍ (୨୦୧୪) - ଅପ୍ଟିମସ୍ ପ୍ରାଇମ୍
- କଥାକଲି (୨୦୧୬)
- ଦ ଜଙ୍ଗଲ୍ ବୁକ୍ (୨୦୧୬) - ବାଲୁ
- ଆଇଟି: ଚାପ୍ଟର ୧ (୨୦୧୭) - ପେନିୱାଇଜ୍ ଦ ଡ୍ୟାନ୍ସିଂ କ୍ଲାଉନ୍
- ଆକ୍ୱାମ୍ୟାନ୍ (୨୦୧୮) - ଆକ୍ୱାମ୍ୟାନ୍/ଅର୍ଥର୍ କରି
- ଆଇଟି: ଚାପ୍ଟର ୨ (୨୦୧୯) - ପେନିୱାଇଜ୍ ଦ ଡ୍ୟାନ୍ସିଂ କ୍ଲାଉନ୍
ଆଧାର
[ସମ୍ପାଦନା]- ↑ Arun Alexander Bio
- ↑ Actor and dubbing artiste Arun Alexander dies at 48 in Chennai
- ↑ "'Doctor' 100 crores at the BO: Director Nelson thanks everyone". Sify. 3 December 2021. Archived from the original on November 3, 2021.
- ↑ "'Master' actor Arun Alexander passes away due to a heart attack". The Times of India. 29 December 2020.
- ↑ "Doctor Movie Review: Doctor is a deliciously dark comedy". The Times of India. Archived from the original on 9 October 2021. Retrieved 9 October 2021.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅରୁଣ ଆଲେକ୍ଜାଣ୍ଡର୍