ଅରବିନ୍ଦ ଆଡ଼ିଗା

ଉଇକିପିଡ଼ିଆ‌ରୁ
ଅରବିନ୍ଦ ଆଡ଼ିଗା
ମୂଳନାମ
ಅರವಿಂದ ಅಡಿಗ
ଜନ୍ମ ଓ ଜନ୍ମସ୍ଥାନ (1974-10-23) ୨୩ ଅକ୍ଟୋବର ୧୯୭୪ (ବୟସ ୪୯)
(ମାଡ୍ରାସ), ତାମିଲନାଡ଼ୁ
ବୃତ୍ତିଲେଖକ
ନାଗରିକତାଅଷ୍ଟ୍ରେଲିଅ
ଶିକ୍ଷାନୁଷ୍ଠାନକଲମ୍ବିଆ ବିଶ୍ୱବିଦ୍ୟାଳୟ
ମାଗ୍‌ଦାଲେନ୍ କଲେଜ, ଅକ୍ସ୍‌ଫୋର୍ଡ଼୍
ସାହିତ୍ୟ କୃତିThe White Tiger, Between the Assassinations, Last Man in the Tower
ପୁରସ୍କାର୨୦୦୮ Man Booker ପୁରସ୍କାର
(The White Tiger)
ୱେବସାଇଟ
www.aravindadiga.com

Portal icon Literature portal

ଅରବିନ୍ଦ ଆଡ଼ିଗା (ଜନ୍ମ ୨୩ ଅକ୍ଟୋବର ୧୯୭୪[୧][୨]) ଜଣେ ଭାରତୀୟ-ଅଷ୍ଟ୍ରେଲିଅ ଲେଖକ ଏବଂ ସାମ୍ବାଦିକ । ସେ ନିଜ "ଦି ହୁଆଇଟ୍ ଟାଇଗର" The White Tiger ପୁସ୍ତକ ଯୋଗୁଁ ସମ୍ମାନଜନକ ୨୦୦୮ Man Booker ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।[୩]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ଅରବିନ୍ଦ ଆଡ଼ିଗାଙ୍କଙ୍କ ଜନ୍ମ ୨୩ ଅକ୍ଟୋବର ୧୯୭୪ରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଡ. କେ ମାଧବ ଆଡ଼ିଗା ଓ ମାତାଙ୍କ ନାମ ଉଷା ଆଡ଼ିଗା । ତାଙ୍କ ଜନ୍ମସ୍ଥାନ ମାଡ୍ରାସ(ଚେନ୍ନାଇ) ଅଟେ ।[୪]ଅରବିନ୍ଦ ମାଙ୍ଗାଲୋରରେ ନିଜର ବାଲ୍ୟକାଳ ବିତେଇ ଥିଲେ । ସେ କାନାରା ଉଚ୍ଚ ବିଦ୍ୟାଳୟରେ ପଢ଼ିଥିଲେ । ଏହାପରେ ସେ St. Aloysius ଉଚ୍ଚ ବିଦ୍ୟାଳୟ ରୂ ଉଚ୍ଚ ମାଧ୍ୟମିକ ପାସ କରିଥିଲେ ତାହା ମଧ୍ୟ ସମଗ୍ର ରାଜ୍ୟରେ ପ୍ରଥମ ହୋଇ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଅରବିନ୍ଦ ନିଜର ସାମ୍ବାଦିକତା ବୃତି ଜଣେ ବାଣିଜିକ ସାମ୍ବାଦିକ ଭାବେ ଆରମ୍ଭ କରିଥିଲେ ।ସେ ଫାଇନାନ୍ସିଅଲ୍ ଟାଇମ୍ସ ରେ ନିଜର ବୃତ୍ତିର ଆରମ୍ଭ କରିଥିଲେ ଏବଂ ଏହାପରେ ସେ Donald Trump  ଏବଂ Booker ପୁରସ୍କାର ପ୍ରାପ୍ତ ଲେଖକ Peter Carey ଙ୍କ ସାକ୍ଷାତକାରା ନେଇଥିଲେ।ଏହାପରେ ସେ ଟାଇମ୍ ମାଗାଜିନରେ କାମ କରିଥିଲେ ୩ ବର୍ଷ ଓ ଏହାପରେ ମୁକ୍ତ ସମ୍ବାଦିକତାକୁ ଅସିଥିଲେ । ସେ ମୁକ୍ତ ସାମ୍ବାଦିକ ଥିବା ସମୟରେ ସେ ତାଙ୍କର ବୁକର ପୁରସ୍କାର ପ୍ରାପ୍ତ ପୁସ୍ତକ "ଦି ହୁଆଇଟ୍ ଟାଇଗର" ଲେଖିଥିଲେ।ସେ ବର୍ତ୍ତମାନ ଭାରତର ମୁମ୍ବାଇରେ ରହୁଛନ୍ତି।

ବୂକର୍ ପୁରସ୍କାର[ସମ୍ପାଦନା]

ସେ ନିଜର ପ୍ରଥମ ନଭେଲ୍ ଦି ହୁଆଇଟ୍ ଟାଇଗର ହେତୁ ସେ ବୂକର୍ ପୁରସ୍କାର୍ ପାଇଥିଲେ ।

ଆଧାର[ସମ୍ପାଦନା]

  1. Adiga, Aravind (18 October 2008). "'Provocation is one of the legitimate goals of literature'" (Interview). Interviewed by Vijay Rana. Retrieved 9 November 2013. {{cite interview}}: Unknown parameter |program= ignored (help)
  2. "Indian Australian novelist Aravind Adiga wins Booker prize - Express India". Archived from the original on 12 January 2013. Retrieved 11 October 2016.
  3. "Indian novelist Aravind Adiga wins Booker prize". Agencies. Expressindia. 15 October 2008. Archived from the original on 2008-10-16. Retrieved 2008-10-16.
  4. Biography, Famous Indians. "Aravind Adiga". Retrieved 17 August 2016.