Jump to content

ଅରବିନ୍ଦ ଆକାଶ

ଉଇକିପିଡ଼ିଆ‌ରୁ
ଅରବିନ୍ଦ ଆକାଶ
ଜନ୍ମ
ଏସ୍ ଅରବିନ୍ଦର୍ ସିଂହ

(1976-02-27) ୨୭ ଫେବୃଆରୀ ୧୯୭୬ (ବୟସ ୫୦)
Educationଇତିହାସରେ ସ୍ନାତକ
ପେଷାs
  • ଅଭିନେତା
  • ନୃତ୍ୟଶିଳ୍ପୀ
କାର୍ଯ୍ୟକାଳ୨୦୦୦–ଏବେଯାଏଁ

ଅରବିନ୍ଦ ଆକାଶ ଜଣେ ଭାରତୀୟ ଅଭିନେତା ଓ ନୃତ୍ୟଶିଳ୍ପୀ ଯିଏକି ଦକ୍ଷିଣ ଭାରତୀୟ କଥାଚିତ୍ର ଜଗତରେ ମୁଖ୍ୟତଃ କାମ କରନ୍ତି । ସେ ୨୦୦୨ ମସିହାରେ ମାଲାୟଲମ କଥାଚିତ୍ର ନନ୍ଦମ୍‌ରେ କୃଷ୍ଣଙ୍କ ଭୂମିକାରେ ଅଭିନୟ କରି କ୍ଷାତି ଲାଭ କରିଥିଲେ । ସେ ମାଲାୟାଲମ୍ ଏବଂ ତାମିଲରେ କିଛି ଦୂରଦର୍ଶନ କାର୍ଯ୍ୟକ୍ରମରେ ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି ।

ବ୍ୟକ୍ତିଗତ ଜୀବନ ଓ ଶିକ୍ଷା

[ସମ୍ପାଦନା]

୨୭ ଫେବୃଆରୀ ୧୯୭୬ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ପରେ ତାଙ୍କ ପରିବାର ଚେନ୍ନାଇକୁ ଚାଲିଯାଇଥିଲେ । ତାଙ୍କ ମାଆ ତାମିଲ କଥାଚିତ୍ରରେ ଜଣେ ନୃତ୍ୟଶିଳ୍ପୀ ଥିଲେ । ସେ ଇତିହାସରେ ସ୍ନାତକ ହାସଲ କରିଛନ୍ତି ଏବଂ ଚେନ୍ନାଇର ଆଧୁନିକ ନୃତ୍ୟ ଏକାଡେମୀରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଛନ୍ତି ।[୧]

ଅଭିନୟ ଜୀବନ

[ସମ୍ପାଦନା]

୨୦୦୧ ମସିହାରେ ସେ କୁଟ୍ଟି ପଦ୍ମିନୀଙ୍କ ପ୍ରଯୋଜନା ସଂସ୍ଥାରେ କାମ କରିବା ପାଇଁ ଚୁକ୍ତି କରିଥିଲେ, ମାତ୍ରା ତାହା ମୁକ୍ତିଲାଭ କରିପାରିନଥିଲା ।[୨] ତାଙ୍କର ପରବର୍ତ୍ତୀ ପ୍ରସ୍ତାବିତ ଚଳଚ୍ଚିତ୍ର, ଅଗଥିଆନ୍ଙ୍କ କାଦଲ ସମରାଜମ୍ ମଧ୍ୟ ବହୁ ପ୍ରଚାରିତ ପ୍ରକ୍ରିୟା ସତ୍ତ୍ a େ ନାଟ୍ୟ ମୁକ୍ତିଲାଭ କରିନଥିଲେ | [୩]

  1. ↑ "On Record with T.N.Gopakumar". asianetnews. Archived from the original on 8 June 2014. Retrieved 12 December 2013.
  2. ↑ "Indiainfo: Tamil: Movie News". 17 June 2001. Archived from the original on 17 June 2001. Retrieved 30 April 2021.
  3. ↑ Mannath, Malini (11 December 2003). "Launches to hit the Tamil screen soon". Archived from the original on December 11, 2003.

ସାଧାରଣ ଆଧାର

[ସମ୍ପାଦନା]

ବାହାର ଲିଙ୍କ୍

[ସମ୍ପାଦନା]