ଅରକୁଟ
Type | Private |
---|---|
ତିଆରି କରାଯାଇଥିଲା | ଜାନୁଆରୀ 24, 2001 |
ପ୍ରତିଷ୍ଠାତା | ଅରକୁଟ ବୟୁକାକତେନ |
ମିଶିଯାଇଥିଲା | ସେପ୍ଟେମ୍ବର 30, 2014 |
ସେବା ପରିସର | ବିଶ୍ୱ ବ୍ୟାପି |
କେଉଁ ପ୍ରକାରର କମ୍ପାନୀ | ଇଣ୍ଟରନେଟ |
ମାଲିକ | ଗୁଗଲ |
ବେବସାଇଟ | orkut |
ଆଲେକ୍ସା ସ୍ଥାନ | 7,018 (September 2014[update])[୧] |
ସାଇଟର ପ୍ରକାର | ସମଜିକ ନେଟୱର୍କ ସେବା |
ଅନଲାଇନ ପ୍ରଚାର | ଆଡସେନ୍ସ |
ଖାତାଖୋଲା | ଆବଶ୍ୟକ |
ମିଳୁଥିବା ସଂସ୍କରଣ | Multilingual (45) |
Screenshot |
ଅରକୁଟ ଏକ ଗୁଗଲଦ୍ୱାରା ପରିଚାଳିତ ହେଉଥିବା ସମାଜିକ ନେଟୱାର୍କ ସେବା ଯାହାକୁ ବ୍ୟବହାର କରି ବ୍ୟବହାରକାରୀ ନିଜର ନୂଆ ଏବଂ ପୁରୁଣା ବନ୍ଧୁମାନଙ୍କ ସହିତ ଇଣ୍ଟରନେଟ ମଧ୍ୟମକୁ ବବ୍ୟବହାର କରି ଯୋଗାଯୋଗ ରକ୍ଷା କରି ପାରୁଥିଲା । ଏହି ସେବାଟିକୁ ଏହାର ପ୍ରସ୍ତୁତ କର୍ତ୍ତା ଅରକୁଟ ବୁୟୁକୁତେନଙ୍କ ନାମ ଅନୁସାରେ ନାମିତ କରାଯାଇଥିଲା ।
୨୦୦୮ ମସିହାରେ ଅରକୁଟ ଭାରତ ଏବଂ ବ୍ରାଜିଲର ସବୁଠାରୁ ଅଧିକ ଯୋଗାଯୋଗ ହେଉଥିବା ୱେବସାଇଟ ଭାବେ ଜଣାଶୁଣା ଥିଲା ।[୨][୩][୪] ବ୍ରାଜିଲରେ ଏହାର ବାହୁଳ ଚାହିଦା ଦେଖି, ୨୦୦୮ ମସିହାରେ ଏହା ଘୋଷଣା କରାଯାଇଥିଲା ଯେ, ଅରକୁଟକୁ ସମ୍ପୁର୍ଣ ଭାବେ ବ୍ରାଜିଲରେ ପରିଚାଳନା କରା ହେବ ଏବଂ ଗୁଗଲ ବ୍ରାଜିଲ ଏହାର ତତ୍ୱାବଧାନ କରିବ । କିନ୍ତୁ କିଛି ନ୍ୟାୟିକ ଅସୁବିଧା ହେତୁ, ଏହାକୁ ପରବର୍ତ୍ତୀ କାଳରେ ବାତିଲ କରାଯାଇ ଥିଲା । [୫][୬][୭][୮]
୨୦୧୪ ମସିହା, ଜୁନ ୩୦ ତାରିଖରେ ଗୁଗଲ ଅରକୁଟ ସେବାକୁ ବନ୍ଦ କରିବା ପାଇଁ ଘୋଷଣା କଲା ଏବଂ ଜୁଲାଇ ୨୦୧୪ଠାରୁ ନୂଆ ବ୍ୟବହାରକାରୀ ସେବାକୁ ବନ୍ଦ କରିଦେଲା ।
ଆଧାର
[ସମ୍ପାଦନା]- ↑ "Orkut.com Site Info". Alexa Internet. Archived from the original on May 30, 2014. Retrieved April 1, 2014.
- ↑ "India - Alexa Top 100 Sites". Alexa Internet. Archived from the original on 19 September 2008.
- ↑ "Brazil - Alexa Top 100 Sites". Alexa Internet. Archived from the original on 19 September 2008.
- ↑ Pereira, Fabiano (22 April 2008). "Os sites mais acessados do Brasil" [The most popular sites in Brazil]. iMasters (in Portuguese). Archived from the original on 7 April 2017. Retrieved 6 April 2017.
{{cite web}}
: Cite has empty unknown parameter:|dead-url=
(help)CS1 maint: unrecognized language (link) - ↑ "Folha Online – Informática – Orkut passa para as mãos do; empresa muda diretoria no país – 07/08/2008". .folha.uol.com.br. January 1, 1970. Retrieved August 22, 2010.
- ↑ Do G1, em São Paulo. "Filial brasileira do Google vai assumir controle mundial do Orkut". G1.globo.com. Retrieved August 22, 2010.
{{cite web}}
: CS1 maint: numeric names: authors list (link) - ↑ Amit kumar; do Plantão INFO. "Google Brasil assume administração do Orkut – INFOvvvbb Online – (07/08/2008)". Info.abril.com.br. Retrieved August 22, 2010.
- ↑ "Tecnologia: Google Brasil assumirá o controle mundial do Orkut". Estadao.com.br. August 15, 2010. Retrieved August 22, 2010.