ଅଯୁଗ୍ମ ସଂଖ୍ୟା

ଉଇକିପିଡ଼ିଆ ରୁ
Jump to navigation Jump to search

ଏକ ପ୍ରାକୃତିକ ସଂଖ୍ୟା ଯାହା ୨ଦ୍ୱାରା ବିଭାଜ୍ୟ ନୁହେଁ ଅର୍ଥାତ ୨ଦ୍ୱାରା ଭାଗ କଲେ ଭାଗଫଳ ଶୁନ (୦) ରହେ ନାହିଁ ସେହି ସବୁ ସଂଖ୍ୟା ହେଉଛି ଅଯୁଗ୍ମ ସଂଖ୍ୟା । ଏହାର ବୀପରିତ ସଜ୍ଞା ହେଉଛି ଯୁଗ୍ମ ସଂଖ୍ୟା । ଗାଣିତିକ ସଂକେତରେ ଯୁଗ୍ମ ସଂଖ୍ୟାକୁ ୨n+ ୧ (ଯେଉଁଠି n ହେଉଛି ଏକ ପ୍ରାକୃତିକ ସଂଖ୍ୟା ) ଭାବେ ପ୍ରକାଶ କରାଯାଏ ।

ଉଦାହରଣ ସ୍ୱରୁପ ୧ ଠାରୁ ୩୦ ମଧ୍ୟରେ ଥିବା ଅଯୁଗ୍ମ ସଂଖ୍ୟା ଗୁଡିକ ହେଉଛି

, , , , , ୧୧, ୧୩, ୧୫, ୧୭, ୧୯, ୨୧, ୨୩, ୨୫, ୨୭ ଏବଂ ୨୯

ଅଯୁଗ୍ମ ସଂଖ୍ୟା ସମ୍ପର୍କିତ କିଛି ତଥ୍ୟ[ସମ୍ପାଦନା]

  • ଶୁନ (୦ ) ଏକ ଅଯୁଗ୍ମ ସଂଖ୍ୟା ନୁହେଁ, କାରଣ ଏହା ୨ଦ୍ୱାରା ବିଭାଜ୍ୟ ।[୧]

ଅଯୁଗ୍ମ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[୨]

  • ଦୁଇଟି ଅଯୁଗ୍ମ ସଂଖ୍ୟାର ଯୋଗ କିମ୍ବା ବିୟୋଗ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।[୩]

ଗାଣିତିକ ସଂକେତରେ : ଅଯୁଗ୍ମ ± ଅଯୁଗ୍ମ = ଯୁଗ୍ମ

  • ଗୋଟିଏ ଯୁଗ୍ମ ସଂଖ୍ୟା ଏବଂ ଗୋଟିଏ ଅଯୁଗ୍ମ ସଂଖ୍ୟା ମଧ୍ୟରେ ଯୋଗ କିମ୍ବା ବିୟୋଗ ଫଳରେ ଉତ୍ତର ସର୍ବଦା ଅଯୁଗ୍ମ ସଂଖ୍ୟା ମିଳିଥାଏ ।

ଗାଣିତିକ ସଂକେତରେ : ଯୁଗ୍ମ ± ଅଯୁଗ୍ମ = ଅଯୁଗ୍ମ[୩]

  • ଦୁଇଟି ଯୁଗ୍ମ ସଂଖ୍ୟାର ଗୁଣନ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।

ଗାଣିତିକ ସଂକେତରେ : ଅଯୁଗ୍ମ × ଅଯୁଗ୍ମ = ଅଯୁଗ୍ମ[୩]

  • ଗୋଟିଏ ଯୁଗ୍ମ ସଂଖ୍ୟା ଏବଂ ଗୋଟିଏ ଅଯୁଗ୍ମ ସଂଖ୍ୟା ମଧ୍ୟରେ ଗୁଣନ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।

ଗାଣିତିକ ସଂକେତରେ : ଯୁଗ୍ମ × ଅଯୁଗ୍ମ = ଯୁଗ୍ମ[୩]

ଆଧାର[ସମ୍ପାଦନା]

  1. Bóna, Miklós (2011), A Walk Through Combinatorics: An Introduction to Enumeration and Graph Theory, World Scientific, p. 178, ISBN 9789814335232.
  2. "Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା" (PDF). Retrieved 10 June 2018.
  3. ୩.୦ ୩.୧ ୩.୨ ୩.୩ A.V.Vijaya & Dora Rodriguez, Figuring Out Mathematics, Pearson Education India, pp. 20–21, ISBN 9788131703571.

ବାହାର ଲିଙ୍କ[ସମ୍ପାଦନା]