ଅନ୍ତର୍ଯ୍ୟାମି ପ୍ରଧାନ

ଉଇକିପିଡ଼ିଆ‌ରୁ
ଅନ୍ତର୍ଯ୍ୟାମି ପ୍ରଧାନ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ନିର୍ବାଚନ ମଣ୍ଡଳୀଗୋବିନ୍ଦପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-09-14)୧୪ ସେପ୍ଟେମ୍ବର ୧୯୩୨
ମୃତ୍ୟୁ୧୯ ମାର୍ଚ୍ଚ ୨୦୦୪(2004-03-19) (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି (ସେକ୍ୟୁଲାର)
ଜୀବନ ସାଥୀଗୋଲାପ ସୁନ୍ଦରୀ ପ୍ରଧାନ
ବାପା/ବୋଉନୀଳମଣି ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଅନ୍ତର୍ଯ୍ୟାମି ପ୍ରଧାନ (୧୪ ସେପ୍ଟେମ୍ବର ୧୯୩୨ - ୧୯ ମାର୍ଚ୍ଚ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅନ୍ତର୍ଯ୍ୟାମି ପ୍ରଧାନ ୧୯୩୨ ମସିହାର ସେପ୍ଟେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୀଳମଣି ପ୍ରଧାନ ଓ ପତ୍ନୀଙ୍କ ନାମ ଗୋଲାପ ସୁନ୍ଦରୀ ପ୍ରଧାନ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଅନ୍ତର୍ଯ୍ୟାମି ପ୍ରଧାନ ଓଡ଼ିଶା ରାଜନୀତିରେ ଜନତା ପାର୍ଟି (ସେକ୍ୟୁଲାର)ର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଅନ୍ତର୍ଯ୍ୟାମି ପ୍ରଧାନ ୨୦୦୪ ମସିହାର ମାର୍ଚ୍ଚ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Antaryami Pradhan". odishaassembly.nic.in. Odisha Assembly. Retrieved 17 September 2022.