ଅନ୍ତର୍ଯ୍ୟାମି ପ୍ରଧାନ
Appearance
ଅନ୍ତର୍ଯ୍ୟାମି ପ୍ରଧାନ | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ନିର୍ବାଚନ ମଣ୍ଡଳୀ | ଗୋବିନ୍ଦପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୪ ସେପ୍ଟେମ୍ବର ୧୯୩୨ |
ମୃତ୍ୟୁ | ୧୯ ମାର୍ଚ୍ଚ ୨୦୦୪ | (ବୟସ ୭୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି (ସେକ୍ୟୁଲାର) |
ଜୀବନ ସାଥୀ | ଗୋଲାପ ସୁନ୍ଦରୀ ପ୍ରଧାନ |
ବାପା/ବୋଉ | ନୀଳମଣି ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଅନ୍ତର୍ଯ୍ୟାମି ପ୍ରଧାନ (୧୪ ସେପ୍ଟେମ୍ବର ୧୯୩୨ - ୧୯ ମାର୍ଚ୍ଚ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଅନ୍ତର୍ଯ୍ୟାମି ପ୍ରଧାନ ୧୯୩୨ ମସିହାର ସେପ୍ଟେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୀଳମଣି ପ୍ରଧାନ ଓ ପତ୍ନୀଙ୍କ ନାମ ଗୋଲାପ ସୁନ୍ଦରୀ ପ୍ରଧାନ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଅନ୍ତର୍ଯ୍ୟାମି ପ୍ରଧାନ ଓଡ଼ିଶା ରାଜନୀତିରେ ଜନତା ପାର୍ଟି (ସେକ୍ୟୁଲାର)ର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଅନ୍ତର୍ଯ୍ୟାମି ପ୍ରଧାନ ୨୦୦୪ ମସିହାର ମାର୍ଚ୍ଚ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Antaryami Pradhan". odishaassembly.nic.in. Odisha Assembly. Retrieved 17 September 2022.