ଅନ୍ତରାଷ୍ଟ୍ରୀୟ ଶିଶୁ ଶାନ୍ତି ପୁରସ୍କାର
ଦେଖଣା
ଅନ୍ତରାଷ୍ଟ୍ରୀୟ ଶିଶୁ ଶାନ୍ତି ପୁରସ୍କାର, ଶିଶୁମାନଙ୍କର ସୁରକ୍ଷା, ଅଧିକାର ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ଶିଶୁମାନଙ୍କୁ ଦିଆଯାଏ । ଏହା ବାର୍ଷିକ ଭାବେ ଆୟୋଜନ କରାଯାଏ । ପ୍ରଥମ କରି ଏହା ନୋବେଲ ପୁରସ୍କାର ଦେବା ଅବସରରେ ଆରମ୍ଭ କରାଯାଇଥିଲା ।
ପ୍ରାପ୍ତ ଧାରୀ
[ସମ୍ପାଦନା]- ୨୦୦୫ - ନକୋସି ଜନସନ ,
- ୨୦୦୬- ଓମ ପ୍ରକାସ ଗୁଜାର
- ୨୦୦୭ - ଥାଣ୍ଡିବେ ଚାମା
- ୨୦୦୮ - ମାର୍ୟ ଆଭେଲାର ନାଭେ
- ୨୦୦୯ - ବରୁୟାନି ଦୁମେ
- ୨୦୧୦ - ଫ୍ରାନସିଆ ଦୁମନ
- ୨୦୧୧ - ମାଇକଲ ଛେଲି
- ୨୦୧୨ - କେସ୍ଜ ଭାଲଦେଜ
- ୨୦୧୩ - ମଲାଲା ୟୁସୂଫ ଜଇ
- ୨୦୧୪ - ନେହା ଗୁପ୍ତା
ଆଧାର
[ସମ୍ପାଦନା]- The Children's Peace Prize
- KidsRights Foundation Archived 2006-11-06 at the Wayback Machine.
- World Summit of Nobel Peace Laureates closing statement Archived 2006-03-02 at the Wayback Machine.
- Telegraaf (Dutch)
- Children as the Peacemakers Foundation Archived 2006-12-05 at the Wayback Machine.