ଅନ୍ତରାଷ୍ଟ୍ରୀୟ ଶିଶୁ ଶାନ୍ତି ପୁରସ୍କାର

ଉଇକିପିଡ଼ିଆ‌ରୁ

ଅନ୍ତରାଷ୍ଟ୍ରୀୟ ଶିଶୁ ଶାନ୍ତି ପୁରସ୍କାର, ଶିଶୁମାନଙ୍କର ସୁରକ୍ଷା, ଅଧିକାର ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ଶିଶୁମାନଙ୍କୁ ଦିଆଯାଏ । ଏହା ବାର୍ଷିକ ଭାବେ ଆୟୋଜନ କରାଯାଏ । ପ୍ରଥମ କରି ଏହା ନୋବେଲ ପୁରସ୍କାର ଦେବା ଅବସରରେ ଆରମ୍ଭ କରାଯାଇଥିଲା ।

ପ୍ରାପ୍ତ ଧାରୀ[ସମ୍ପାଦନା]

  • ୨୦୦୫ - ନକୋସି ଜନସନ ,
  • ୨୦୦୬- ଓମ ପ୍ରକାସ ଗୁଜାର
  • ୨୦୦୭ - ଥାଣ୍ଡିବେ ଚାମା
  • ୨୦୦୮ - ମାର୍ୟ ଆଭେଲାର ନାଭେ
  • ୨୦୦୯ - ବରୁୟାନି ଦୁମେ
  • ୨୦୧୦ - ଫ୍ରାନସିଆ ଦୁମନ
  • ୨୦୧୧ - ମାଇକଲ ଛେଲି
  • ୨୦୧୨ - କେସ୍ଜ ଭାଲଦେଜ
  • ୨୦୧୩ - ମଲାଲା ୟୁସୂଫ ଜଇ
  • ୨୦୧୪ - ନେହା ଗୁପ୍ତା

ଆଧାର[ସମ୍ପାଦନା]