ଅନୁ ରାଜ୍ ସିଂ
ଦେଖଣା
| ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ଜାତୀୟତା | ଭାରତୀୟ | ||||||||||||||||||||||||||||||||
| ଜନ୍ମ | ୧୭ ଫେବୃଆରୀ ୧୯୮୪ ଆଲିଗଡ, ଭାରତ | ||||||||||||||||||||||||||||||||
| ଉଚ୍ଚତା | ୧.୬୪ m (୫ ft 5 in) | ||||||||||||||||||||||||||||||||
| ଓଜନ | 53 kilograms (117 lb) | ||||||||||||||||||||||||||||||||
| Sport | |||||||||||||||||||||||||||||||||
| ଦେଶ | ଭାରତ | ||||||||||||||||||||||||||||||||
| କ୍ରୀଡ଼ା | ବନ୍ଧୁକଚାଳନା | ||||||||||||||||||||||||||||||||
| Club | ପୁନେ ବିଶ୍ୱବିଦ୍ୟାଳୟ / ଗନ୍ ଫର୍ ଗ୍ଲୋରି ଏକାଡ଼େମୀ | ||||||||||||||||||||||||||||||||
Medal record
| |||||||||||||||||||||||||||||||||
ଅନୁ ରାଜ୍ ସିଂ (ଜନ୍ମ, ୧୭ ଡିସେମ୍ବର ୧୯୮୪) ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି । ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ହୀନା ସିଦ୍ଧୁଙ୍କ ସହ ମିଶି ମହିଳା ଯୁଗଳ ୧୦ ମିଟର୍ ଏୟାର୍ ପିସ୍ତଲ୍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧] ୨୦୧୨ ଗ୍ରୀଷ୍ମ ଅଲିମ୍ପିକ୍ସରେ ସେ ଉଭୟ ୧୦ ମିଟର୍ ଏୟାର୍ ପିସ୍ତଲ୍ ଓ ୨୫ ମିଟର୍ ପିସ୍ତଲ୍ ବିଭାଗରେ ପ୍ରତିଦ୍ୱନ୍ଦୀତା କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ "Heena Sidhu, Anu Raj Singh bag gold in shooting". NDTV. 12 October 2010. Archived from the original on 15 October 2010. Retrieved 13 October 2010.
- ↑ "Annu Raj Singh Bio, Stats, and Results". Olympics at Sports-Reference.com. Retrieved 2015-07-26.
ଶ୍ରେଣୀସମୂହ:
- ଜୀବିତ ବ୍ୟକ୍ତି
- Commonwealth Games gold medallists for India
- Indian female sport shooters
- Shooters at the 2010 Commonwealth Games
- People from Aligarh
- Aligarh Muslim University alumni
- Medalists at the 2010 Asian Games
- Asian Games medalists in shooting
- Shooters at the 2010 Asian Games
- Shooters at the 2012 Summer Olympics
- ୧୯୮୪ ଜନ୍ମ
- Commonwealth Games medallists in shooting
- Sportswomen from Uttar Pradesh
- 21st-century Indian women
- Asian Games silver medalists for India