ଅନୁ ରାଜ୍ ସିଂ

ଉଇକିପିଡ଼ିଆ‌ରୁ
ଅନୁ ରାଜ୍ ସିଂ
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1984-02-17) ୧୭ ଫେବୃଆରୀ ୧୯୮୪ (ବୟସ ୪୦)
ଆଲିଗଡ, ଭାରତ
ଉଚ୍ଚତା୧.୬୪ m (୫ ft 5 in)
ଓଜନ53 kilograms (117 lb)
Sport
ଦେଶଭାରତ
କ୍ରୀଡ଼ାବନ୍ଧୁକଚାଳନା
Clubପୁନେ ବିଶ୍ୱବିଦ୍ୟାଳୟ / ଗନ୍ ଫର୍ ଗ୍ଲୋରି ଏକାଡ଼େମୀ
Medal record
Women's shooting
Competitor for  ଭାରତ
Commonwealth Games
Gold medal – first place 2010 Delhi 10 m air pistol pairs
Commonwealth Championships
Gold medal – first place 2010 Delhi 25 m pistol pairs
Silver medal – second place 2010 Delhi 10 m air pistol
Silver medal – second place 2010 Delhi 10 m air pistol badge
Silver medal – second place 2010 Delhi 25 m pistol
Bronze medal – third place 2017 Brisbane 25 m pistol

ଅନୁ ରାଜ୍ ସିଂ (ଜନ୍ମ, ୧୭ ଡିସେମ୍ବର ୧୯୮୪) ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି । ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ହୀନା ସିଦ୍ଧୁଙ୍କ ସହ ମିଶି ମହିଳା ଯୁଗଳ ୧୦ ମିଟର୍ ଏୟାର୍ ପିସ୍ତଲ୍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧] ୨୦୧୨ ଗ୍ରୀଷ୍ମ ଅଲିମ୍ପିକ୍ସରେ ସେ ଉଭୟ ୧୦ ମିଟର୍ ଏୟାର୍ ପିସ୍ତଲ୍ ଓ ୨୫ ମିଟର୍ ପିସ୍ତଲ୍ ବିଭାଗରେ ପ୍ରତିଦ୍ୱନ୍ଦୀତା କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "Heena Sidhu, Anu Raj Singh bag gold in shooting". NDTV. 12 October 2010. Archived from the original on 15 October 2010. Retrieved 13 October 2010.
  2. "Annu Raj Singh Bio, Stats, and Results". Olympics at Sports-Reference.com. Retrieved 2015-07-26.