ଅନୁଶ୍ରୀ (କନ୍ନଡ଼ ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ଅନୁଶ୍ରୀ
ଜନ୍ମ
ସୁରତକଳା, ମାଙ୍ଗାଲୋର, କର୍ଣ୍ଣାଟକ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନମାଙ୍ଗାଲୋର ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଦୂରଦର୍ଶନ ଉପସ୍ଥାପିକା, ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୬–ଏବେଯାଏଁ
YouTube information
ChannelsAnushree Anchor
Years active୨୦୧୯–ଏବେଯାଏଁ
Genre
  • ମନୋରଞ୍ଜନ
Subscribers911 thousand
Total views110 million
Subscriber and view counts updated as of 01 December 2023.

ଅନୁଶ୍ରୀ ଜଣେ ଭାରତୀୟ ଅଭିନେତ୍ରୀ ତଥା ଉପସ୍ଥାପିକା, ଯିଏକି କନ୍ନଡ଼ ଭାଷାର କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି ।[୧] ସେ କନ୍ନଡ଼ ଦୂରଦର୍ଶନ ଜଗତରେ ଜଣେ ଉପସ୍ଥାପିକା ଭାବରେ ନିଜର ପେଷା ଆରମ୍ଭ କରିଥିଲେ ଏବଂ ପରେ ଜଣେ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ । ଜଣେ ଅଭିନେତ୍ରୀ ଭାବରେ ସେ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅନୁଶ୍ରୀ କର୍ଣ୍ଣାଟକର ମାଙ୍ଗାଲୋର ଅନ୍ତର୍ଗତ ସୁରତକଳାଠାରେ ଏକ ତଳୁ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସମ୍ପଥ ଓ ମାଆଙ୍କ ନାମ ଶଶିକଳା ।[୨] ସେ ଛୋଟ ଥିଲାବେଳେ ତାଙ୍କ ବାପାମାଆ ଅଲଗା ହୋଇଯାଇଥିଲେ ।[୩] ଶିକ୍ଷା ସମାପ୍ତ କରିବା ପରେ ସେ ବାଙ୍ଗାଲୋର ଯାଇଥିଲେ ଏବଂ ସେଠାରେ ଦୂରଦର୍ଶନ ଉପସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. "'My Focus is to Become a Good Actor, Not the Top Heroine'". Newindianexpress.com. Archived from the original on 15 July 2014. Retrieved 2016-07-24.
  2. "Mangaluru: Kannada anchor, actress Anushree to debut in Tulu film". www.daijiworld.com (in ଇଂରାଜୀ). Retrieved 2022-03-05.
  3. Joy, Prathibha (12 September 2015). "'Can't bear the pain of rejection again'". The Times of India. Retrieved 29 March 2017.
  4. "Bubbly girl of small screen to become Dream Girl of silver screen". Newskarnataka.com. 19 June 2013. Archived from the original on 29 March 2017. Retrieved 24 July 2016.