ଅନୁଶ୍ରୀ (କନ୍ନଡ଼ ଅଭିନେତ୍ରୀ)
ଦେଖଣା
ଅନୁଶ୍ରୀ | |
---|---|
ଜନ୍ମ | ସୁରତକଳା, ମାଙ୍ଗାଲୋର, କର୍ଣ୍ଣାଟକ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ମାଙ୍ଗାଲୋର ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ଦୂରଦର୍ଶନ ଉପସ୍ଥାପିକା, ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୬–ଏବେଯାଏଁ |
YouTube information | |
Channels | Anushree Anchor |
Years active | ୨୦୧୯–ଏବେଯାଏଁ |
Genre |
|
Subscribers | 911 thousand |
Total views | 110 million |
Subscriber and view counts updated as of 01 December 2023. |
ଅନୁଶ୍ରୀ ଜଣେ ଭାରତୀୟ ଅଭିନେତ୍ରୀ ତଥା ଉପସ୍ଥାପିକା, ଯିଏକି କନ୍ନଡ଼ ଭାଷାର କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି ।[୧] ସେ କନ୍ନଡ଼ ଦୂରଦର୍ଶନ ଜଗତରେ ଜଣେ ଉପସ୍ଥାପିକା ଭାବରେ ନିଜର ପେଷା ଆରମ୍ଭ କରିଥିଲେ ଏବଂ ପରେ ଜଣେ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ । ଜଣେ ଅଭିନେତ୍ରୀ ଭାବରେ ସେ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଅନୁଶ୍ରୀ କର୍ଣ୍ଣାଟକର ମାଙ୍ଗାଲୋର ଅନ୍ତର୍ଗତ ସୁରତକଳାଠାରେ ଏକ ତଳୁ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସମ୍ପଥ ଓ ମାଆଙ୍କ ନାମ ଶଶିକଳା ।[୨] ସେ ଛୋଟ ଥିଲାବେଳେ ତାଙ୍କ ବାପାମାଆ ଅଲଗା ହୋଇଯାଇଥିଲେ ।[୩] ଶିକ୍ଷା ସମାପ୍ତ କରିବା ପରେ ସେ ବାଙ୍ଗାଲୋର ଯାଇଥିଲେ ଏବଂ ସେଠାରେ ଦୂରଦର୍ଶନ ଉପସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ "'My Focus is to Become a Good Actor, Not the Top Heroine'". Newindianexpress.com. Archived from the original on 15 July 2014. Retrieved 2016-07-24.
- ↑ "Mangaluru: Kannada anchor, actress Anushree to debut in Tulu film". www.daijiworld.com (in ଇଂରାଜୀ). Retrieved 2022-03-05.
- ↑ Joy, Prathibha (12 September 2015). "'Can't bear the pain of rejection again'". The Times of India. Retrieved 29 March 2017.
- ↑ "Bubbly girl of small screen to become Dream Girl of silver screen". Newskarnataka.com. 19 June 2013. Archived from the original on 29 March 2017. Retrieved 24 July 2016.