ଅନୁପା ବାର୍ଲା
ଦେଖଣା
| ବ୍ୟକ୍ତିଗତ ସୂଚନା | |||
|---|---|---|---|
| ଜନ୍ମ |
୬ ମେ , ୧୯୯୪ ଓଡ଼ିଶା , ଭରତ | ||
| Playing position | ସେଣ୍ଟର ଫରୱାର୍ଡ | ||
| Senior career | |||
| Years | Team | Apps | (Gls) |
| – | ଭାରତୀୟ ରେଳବାଇ | ||
| National team | |||
| – | ଭାରତ | {{{nationalcaps(goals)1}}} | |
ଅନୁପା ବାର୍ଲା , ଜଣେ ଭାରତୀୟ ମହିଳା ହକି ଖେଳାଳି । ତାଙ୍କର ଜନ୍ମ ଓଡ଼ିଶା ରାଜ୍ୟରେ ୬ , ମେ ୧୯୯୪ ମସିହାରେ ହେଇଥିଲା । ସେ ଓଡ଼ିଶା ରାଜ୍ୟ ଦଳ ସହ ଭାରତୀୟ ରେଳବାଇ ଓ ଭାରତର ଜାତୀୟ ହକି ଦଳରେ ସେଣ୍ଟର ଫରୱାର୍ଡ଼ ଭାବରେ ଖେଳିଥାନ୍ତି ।[୧]ସେ ଭାରତ ପାଇଁ ୪୭ଟି ଆନ୍ତର୍ଜାତିକ ମେଚ ଖେଳି ୧୧ଟି ଗୋଲ ଦେଇଛନ୍ତି । [୨]
ଆଧାର
[ସମ୍ପାଦନା]- ↑ "Anupa Barla profile". Hockey India. Archived from the original on 5 March 2016. Retrieved 30 July 2013.
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2017-03-20.
{{cite web}}: Cite has empty unknown parameter:|1=(help)