ଅନୀଲ ଚରଣଜିତ
ଦେଖଣା
ଅନୀଲ ଚରଣଜିତ | |
|---|---|
| ଜାତୀୟତା | ଭାରତୀୟ |
| ଅନ୍ୟ ନାମ | ଅନୀଲ ମାଙ୍ଗେ |
| ବୃତ୍ତି(ସମୂହ) | ଅଭିନେତା, ହାସ୍ୟ ଅଭିନେତା |
| ସକ୍ରିୟ ବର୍ଷ | ୨୦୧୪ – ଏବେଯେଁ |
| ଉଚ୍ଚତା | ୫'୯" (୧୭୫ cm) |
ଅନୀଲ ଚରଣଜିତ ଜଣେ ଭାରତୀୟ ଅଭିନେତା ଯିଏକି ଅନୀଲ ମାଙ୍ଗେ ଭାବରେ ମଧ୍ୟ ଜଣାଶୁଣା । ସେ ପିକେ, ସିଂ ଇସ୍ ବ୍ଲିଙ୍ଗ୍, ରଈସ ଓ ହସି ତୋ ଫସି ଭଳି ହିନ୍ଦୀ କଥାଚିତ୍ରରେ କାମ କରିଛନ୍ତି ।[୧] ସେ ସଞ୍ଜୁ ଚଳଚ୍ଚିତ୍ରର "ମେଁ ବଢ଼ିଆ ତୁ ଭି ବଢ଼ିଆ"[୨] ଗୀତରେ ଏକ ବିଶେଷ ଭୂମିକା ଅଭିନୟ କରିଥିଲେ ।[୩]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅନୀଲ ମଧ୍ୟ ପ୍ରଦେଶର ବାଲାଘାଟର ବାସିନ୍ଦା । ବାଣିଜ୍ୟରେ ସ୍ନାତକ କରିବା ପରେ ସେ ମୁମ୍ବାଇର ହ୍ୱିସିଲିଂ ଉଡ୍ସ୍ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟରେ ଯୋଗ ଦେଇଥିଲେ ।[୧] ତାଙ୍କ ବପା ଜଣେ ବ୍ୟବସାୟୀ ଯାହାଙ୍କ ଇଚ୍ଛା ଥିଲା ପାରିବାରିକ ବ୍ୟବସାୟରେ ଯୋଗ ଯେବାକୁ, କିନ୍ତୁ ସେ ଏହା ବଦଳରେ ଅଭିନୟ କରିବାକୁ ପସନ୍ଦ କରିଥିଲେ ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଭୂମିକା | ନିର୍ଦ୍ଦେଶକ |
|---|---|---|---|
| ୨୦୧୦ | ହେଲୋ ଡାର୍ଲିଂ | ଆଶିଷ ସିଂହ | ମନୋଜ ତିୱାରୀ |
| ୨୦୧୧ | ଲଭ୍ ଏକ୍ସପ୍ରେସ୍ | ସୁଜନ ସିଂହ | ସନ୍ନି ଭମ୍ବାନୀ |
| ୨୦୧୪ | ହସି ତୋ ଫସି | ଅଭିନନ୍ଦନ ମିଶ୍ର | ଭିନିଲ ମାଥ୍ୟୁ |
| ପିକେ | ଶିବ ବସ୍ତ୍ର ପରିଧାନ କରିବା ଚରିତ୍ର | ରାଜକୁମାର ହିରାନୀ | |
| କାଞ୍ଚି | ସୁବେଦାର | ସୁଭାଷ ଘାଇ | |
| ୨୦୧୫ | ହିରୋ | ସୋରାଜଙ୍କ ବନ୍ଧୁ | ନିଖିଲ ଆଡଭାନୀ |
| ବାଙ୍କି କି କ୍ରେଜି ବାରାତ୍ | ରାଜିନ୍ଦର ସୁଦ୍ | ଅଜାଜ ଖାନ | |
| ସିଂ ଇସ୍ ବ୍ଲିଙ୍ଗ୍ | | ପରମେଶ୍ୱର ସିଂହ | ପ୍ରଭାସ ଦେବ | |
| ୨୦୧୭ | ରାଏସ୍ | କାସୀମ ଭାଇ | ରାହୁଲ hol ୋଲାକିଆ | |
| ମୁବାରକାଁ | କୃଷ୍ଣ ଚୈତନ୍ୟ ଶର୍ମା | ଆନିସ୍ ବାଜମି | |
| ଗୋଲମାଲ୍ ଏଗେନ୍ | ଟେଲ୍ଲା | ରୋହିତ ଶେଟ୍ଟୀ | |
| ଦମ୍ ଦମ୍ ଡୁମ୍ରୋ | ଡୁମ୍ରୋ | ||
| ୨୦୧୮ | ଗୁଜୁଭାଇ: ମୋଷ୍ଟ ୱାଣ୍ଟେଡ୍ | ଆତଙ୍କବାଦୀ ଶାହାରୁଖ | ଇଶାନ୍ ରଣଦେରିଆ |
| ସଞ୍ଜୁ | ରାଜକୁମାର ହିରାନୀ | ||
| ସେକେଡ୍ ଗେମ୍ସ | ଛୋଟା ବଦ୍ରିୟା | ଅନୁରାଗ କାଶ୍ୟପ ବିକ୍ରମଦିତ୍ୟ ମୋଟୱାନେ ନୀରଜ ଘାୟନ | |
| ନମସ୍ତେ ଇଂଲଣ୍ଡ | ପାକିସ୍ତାନର ବେଆଇନ ପ୍ରବାସୀ | ଭିପୁଲ ଅମୃତଲାଲ ଶାହା | | |
| ସିମ୍ବା | ପୁରବ | ରୋହିତ ଶେଟ୍ଟୀ | |
| ୨୦୧୯ | ସେଟର୍ସ୍ | ଅଶ୍ୱିନୀ ଚୌଧୁରୀ | |
| ୨୦୨୧ | ଶେର୍ଷା | ନାଏବ ସୁବେଦାର ବଂଶୀଲାଲ ଶର୍ମା | ବିଷ୍ଣୁବର୍ଦ୍ଧନ |
| ସୂର୍ଯ୍ୟବଂଶୀ | ଆତ୍ମାରାମ | ରୋହିତ ଶେଟ୍ଟୀ | |
| ୨୦୨୨ | ଭୁଲ୍ ଭୁଲେୟା ୨ | ରଘୁ | |
| ଥାଇ ମସାଜ୍ | ମଙ୍ଗେଶ ହଦାୱାଲେ | ||
| ସର୍କସ୍ | ପ୍ରେମ୍ | ରୋହିତ ଶେଟ୍ଟୀ |
ଆଧାର
[ସମ୍ପାଦନା]ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅନୀଲ ଚରଣଜିତ